ନାବାଳିକାଙ୍କୁ ୭ ମାସର ଗର୍ଭବତୀ କରାଇଲେ ଯୁବକ

ନୟାଗଡ଼: ନୟାଗଡ଼ରେ ପୁଣି ଲଜ୍ୟା। ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହେଲେ ଗର୍ଭବତୀ। ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇଲେ ଯୁବକ। ଦଶପଲ୍ଲା ବାଣିଗୋଛା ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ୟାଜନକ ଘଟଣା। ସରଳତାର ସୁଯୋଗ ନେଇ ନବମ … Read More

ପୋଷ୍ଟର କହିବ କଙ୍କାଳ କାହାର..

ଭୁବନେଶ୍ୱର: ଲାଗିଲା ପୋଷ୍ଟର, ମିଳିବ କି ପରିଚୟ? ପୋଷ୍ଟର କହିବ କଙ୍କାଳ କାହାର । ସ୍କେଚ ଉଠାଇବ କି ସସପେନ୍ସ! ଚିହ୍ନା ପକାଇବ କି ଚେହେରା ! ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ ଜବତ ଗାଡିରୁ ମହିଳା କଙ୍କାଳ ମିଳିବା ଘଟଣାରେ ରାଜଧାନୀର … Read More

ସ୍ୱାମୀ-ସ୍ତ୍ରୀଙ୍କର ପବିତ୍ର ସମ୍ପର୍କରେ କଳଙ୍କ,ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିବା ସହ ମାଡ଼ ମାରି ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ଵାମୀ ସ୍ତ୍ରୀ ପବିତ୍ର ସମ୍ପର୍କରେ କଳଙ୍କ । ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିବା ଭଳି ସଙ୍ଗିନ ଘଟଣା ଦେଖୁବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଏପରିକି … Read More

ଯବାନଙ୍କ ବସ୍ ଉଡ଼ାଇଦେଲେ ମାଓବାଦୀ, ୩ ଡିଆରଜି ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । କମ୍ବିଂ ସାରି ଫେରୁଥିବା ବେଳେ ଯବାନଙ୍କ ବସ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ଏଥିରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ଼ (DRG)ର ତିନିଜଣ ଯବାନ ସହିଦ ହୋଇଥିବା ସୂଚନା … Read More

୨୨.୫ ଟନ୍ କୋଇଲା ଚୋରା ଚାଲାଣ ବେଳେ ଜବତ କଲା STF

ଅନୁଗୁଳ: ଅନୁଗୁଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ (STF)ର ରେଡ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରେଡ୍ କରିଥିଲା । ଏମସିଏଲର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରା ଚାଲାଣ ନେଇ ଖବର ପାଇଥିଲା ଏସଟିଏଫ୍ । … Read More

ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାନ୍ଧି ସବଷ୍ଟେସନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମହାକାଳପଡ଼ା: ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଛଘରିଆସ୍ଥିତ ବିଦ୍ୟୁତ ସବଷ୍ଟେସନର ଏ ଘଟଣା। ଗତକାଲି ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ  ସବଷ୍ଟେସନରେ ପଶି ତାର ଓ ବିଭିନ୍ନ ଉପକରଣ ଲୁଟପାଟ କରିଛନ୍ତି। ଲୁଟବେଳେ ଉପସ୍ଥିତ ଥିବା … Read More

ରାଜଧାନୀରେ ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ

ଭୁବନେଶ୍ୱର:- ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ । ୪ଜଣ ବ୍ୟକ୍ତି ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ … Read More

ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ବୁଲାଇଲେ

କେନ୍ଦ୍ରାପଡ଼ା;-କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓଙ୍କୁ ହେବାକୁ ପଡ଼ିଛି ହଟହଟା। ବାଟରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ରୋଡ ରୋମିଓକୁ କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ଚଲାଇ ବୁଲାଇଲେ ଛାତ୍ରମାନେ (ଅଣଛାତ୍ର)। ଏଭଳି ଏକ ରୋଚକ … Read More

ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, ଫୁଲ୍ ଟାଇମ ଚୋର

ଭୁବନେଶ୍ୱର: ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ … Read More

ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ କୋର୍ଟ । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ । ୨୦୧୩ ମସିହା ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲା ସିକ୍ୟୁରିଟି … Read More