ବାଇକ ଚୋର ଗ୍ୟାଙ୍ଗ ସହ ୧୧ ବାଇକ୍‌ ଜବତ

ଭଦ୍ରକ: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଟାଉନ ପୋଲିସ। ୧୧ ଟି ଚୋରା ବାଇକ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଭଦ୍ରକ ସହରରେ ବାଇକ ଚୋରି ହେଉଥିବାର ବାରମ୍ବାର ପୋଲିସ … Read More

ଅପରାଜିତାଙ୍କ ପିଏ ଗଣ୍ଡଗୋଳ କରିବା ଘଟଣା, ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଞ୍ଜନଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ୱର:- ସାଂସଦ ଅପରାଜିତାଙ୍କ ପିଏ ଧନେଶ୍ୱର ବାରିକ ଓ ସହଯୋଗୀ ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ମେଡ଼ିକାଲରୁ ଡିସଚାର୍ଜ ପରେ ଲକ୍ଷ୍ମୀସାଗର ଥାନାକୁ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି। ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିଲେ ଧନେଶ୍ୱର। … Read More

ଚୋର ସନ୍ଦେହରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ । ଚୋର ସନ୍ଦେହରେ ୪ ନାବାଳକଙ୍କୁ ୩ଦିନ ଧରି ଥାର୍ଡ ଡିଗ୍ରୀ ଦେଇଛି ପୋଲିସ । ମାଡ ମାରିବା ସହ ନାବାଳକଙ୍କୁ ସକ୍ ଦେବା ପରି ଅଭିଯୋଗ ଆଣିଛନ୍ତି ପରିବାରଲୋକ । ଗତ ୧୨ … Read More

ପରୀ ହତ୍ୟା ମାମଲା: ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ,

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଚାର୍ଜସିଟ ଦାଖଲ ହୋଇସାରିଛି । ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା SIT । କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ପୀଡ଼ିତାଙ୍କ ଫ୍ରକ୍‌ ଉପର … Read More

ଅପରାଜିତାଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା, ଡିସିପିଙ୍କ ଦ୍ୱାରସ୍ଥ ହେଲେ ଶୁଭମ୍ ଓ ତାଙ୍କ ମା’‌

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା । ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ସିପ୍ରା ହୀରା ଓ ତାଙ୍କ ପୁଅ ଶୁଭମ୍‌ ହୀରା । ଗତ ୧୨ ତାରିଖରେ ସାଂସଦ ନିଖୋଜ ଥିବା ପୋଷ୍ଟର ମରାକୁ ନେଇ ପିଏ … Read More

ବନ୍ୟଜନ୍ତୁଙ୍କ ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଅନୁଗୁଳ:- ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ କନ୍ତମେଘ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଜନ୍ତୁ ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର … Read More

ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲା ପ୍ରେମିକ

ଗଞ୍ଜାମ: ମହଙ୍ଗା ପଡ଼ିଲା ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା । ଫେସବୁକରେ ଅଶ୍ଲୀଳ ଭିଡିଓ ପୋଷ୍ଟ କରି ଗିରଫ ହୋଇଛନ୍ତି ଯୁବକ । ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ବନ୍ଧା ହେଲେ ପ୍ରେମିକପ୍ରବର । ପ୍ରେମରେ ବିଫଳ ଯୋଗୁଁ ଭିଡିଓ … Read More

ମଦ ପିଇ ଧରା ପଡିଲେ ଚାକିରିରୁ ବହିଷ୍କୃତ ହେବେ ପୋଲିସ କର୍ମଚାରୀ

ପାଟନା:-ବିହାରରେ ଯଦି କୌଣସି ବି ପୋଲିସକର୍ମୀ ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କୁ ତତ୍କାଳ ଚାକିରିରୁ ବହିଷ୍କାର କରାଯିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ସଂପର୍କରେ ସୋମବାର ସ୍ପଷ୍ଟ ଭାବ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, … Read More

ଅର୍ଥ ହେର୍‌ଫେର୍‌ ମାମଲାରେ ବନ୍ଧା ହେଲେ ବଲିଉଡ୍‌ର ସଚିନ୍‌ ଜୋସି

ମୁମ୍ୱାଇ:-ବଲିଉଡ୍‌ ଅଭିନେତା ତଥା ମୁମ୍ୱାଇର ଜଣେ ଜଣାଶୁଣା ବ୍ୟବସାୟୀ ସଚିନ୍‌ ଜୋସିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଗିରଫ କରିଛି । ଅର୍ଥ ହେର୍‌ଫେର୍‌ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ୱାଇର ପ୍ରତିଷ୍ଠିତ ବିଲ୍ଡର୍‌ କମ୍ପାନୀ … Read More

ତେନ୍ତୁଳି ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ!

ବାଲିଗୁଡ଼ା :-ତେନ୍ତୁଳି ଖାଇବାକୁ ଦେଇ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ଏନେଇ ନାବାଳିକାଙ୍କ ବାପା-ମାଆ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି … Read More