କଇଁ ଫୁଲରେ ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର

ଟାଙ୍ଗି: ବନ୍ୟପ୍ରାଣୀ ବିଭାଗର ତମାମ୍ ପଦକ୍ଷେପ ସତ୍ତ୍ୱେ ଚିଲିକାରେ ଥମୁନି ପକ୍ଷୀ ଶିକାର । କଟକଣା ସତ୍ତ୍ୱେ ମାତିଛନ୍ତି ଶିକାରୀ, ମାରୁଛନ୍ତି ପକ୍ଷୀ । କଇଁ ଫୁଲରେ ବିଷ ଦେଇ ଚିଲିକାରେ ପକ୍ଷୀ ଶିକାର ବେଳେ ବନ୍ୟପ୍ରାଣୀ ବିଭାଗ ଶିକାରୀକୁ ଗିରଫ କରିଛି … Read More

SBI ଲକରରୁ ଡିଜିପି ଭଉଣୀଙ୍କ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଗହଣା ଚୋରି

ବରଗଡ଼: ଲକରରୁ ଗହଣା ଚୋରି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକରରୁ ଗହଣା ଚୋରି ନେଇ ଅଭିଯୋଗ କରିଛନ୍ତି ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ଭଉଣୀ । ଆନ୍ଧ୍ରପ୍ରଦେଶ ପୋଲିସ ଡିଜି ତୁଷାରଦିତ୍ୟ ତ୍ରିପାଠୀଙ୍କ ଭଉଣୀ ସ୍ନିଗ୍ଧା ତ୍ରିପାଠୀ ଏନେଇ … Read More

ଗୋ’ ଚାଲାଣ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:-ବାଲେଶ୍ୱରରେ ଗୋରୁ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଫଳରେ ୨୮ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଗୋ’ ଚାଲାଣ ରୋକିବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। … Read More

ରାଜଧାନୀରେ ଯୁବତୀଙ୍କୁ ଲୁଟ୍‌,

ଭୁବନେଶ୍ୱର:- ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କଠାରୁ ଲୁଟ୍‌ ହୋଇଛି। ସହିଦନଗର ଫ୍ଲାଏଓଭର ଉପରେ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଟିରେ ଯାଉଥିବା ବେଳେ ଯୁବତୀଙ୍କୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ ଦୁର୍ବୃତ୍ତ। ଯୁବତୀ ଜଣକ ଗାଡ଼ିରୁ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ … Read More

ଜାଲ୍ ସାର୍ଟିଫିକେଟ୍ ଦେଇ ୬ ବର୍ଷ ହେଲା କରିଥିଲେ ଚାକିରି,ବନ୍ଧା ହେଲେ ଶିକ୍ଷକ

ନବରଙ୍ଗପୁର: —ଧରାପଡ଼ିଲା ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲିଆତି । ବନ୍ଧାହେଲେ ଜେଲ୍ ଗଲେ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ଜାଲ୍ ସାର୍ଟିଫିକେଟ୍ … Read More

ବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ,ନିଜ ଆଡ଼ୁ ମାମଲା ରୁଜୁ କଲେ OHRC

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡା ପୋଲିସର ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ ନିଜ ଆଡୁ ମାମଲା ରୁଜୁ କରିଛି ଓଡ଼ିଶା ମାନବାଧିକାର କମିଶନ । ଘଟଣାର ତଦନ୍ତ କରି ଆସନ୍ତା ମାର୍ଚ୍ଚ ୩୦ … Read More

ଅନଲାଇନ୍ ଲୁଟେରାଙ୍କ ଜାଲରେ ଡାକ୍ତର, ଆକାଉଣ୍ଟରୁ ୭୭ ଲକ୍ଷ ଟଙ୍କା ଚୂନ ଲଗାଇଛନ୍ତି ଅନଲାଇନ୍ ଲୁଟେରା

କଟକ: ଅନଲାଇନ୍ ଲୁଟେରାଙ୍କ ଜାଲରେ ଡାକ୍ତର । ବନ୍ଦ ହୋଇଯିବ ଆପଣଙ୍କ ଫୋନ୍ ନମ୍ବର । ଜଲଦି ରିଚାର୍ଜ କରାନ୍ତୁ । ଏମିତି ମୋବାଇଲ୍ ନମ୍ବର ବନ୍ଦ ହେବାର ଭୟ ଦେଖାଇ ଡାକ୍ତରଙ୍କୁ ୭୭ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ଅନଲାଇନ୍ ଲୁଟେରା … Read More

ପୁଣି ଜବତ ହେଲା ବ୍ରାଉନସୁଗର,ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରେ ପୁଣି ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଦିନକୁ ଦିନ ବଡ଼ି ଚାଲିଛି ଧଳା ଜହରର କାରବାର। ଅବାକରୀ ବିଭାଗର ବାରମ୍ବାର ଚଢ଼ାଉ ପରେ ମଧ୍ୟ ସୁଧୁରୁ ନାହାନ୍ତି ଧଳା ଜହର ବେପାରି। ପଳାଶୁଣୀ ଅଞ୍ଚଳରୁ ୧୮୫ଗ୍ରାମର ବ୍ରାଉନସୁଗର ଜବତ … Read More

କାଲିଠୁ ବଜେଟ୍ ଅଧିବେଶନ :ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା

ଭୁବନେଶ୍ୱର: କାଲିଠୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ସିସିଟିଭି ସ୍କାନରରେ ରହିବ ମହାତ୍ମାଗାନ୍ଧୀ ମାର୍ଗ। ଏଥର ପୋଲିସ ପାଇଁ ସୁରକ୍ଷା … Read More

ନାବାଳକକୁ ନିର୍ଯାତନା ଦେଇ ଏସଆଇ ନିଲମ୍ବିତ

ରାଉରକେଲା:-୨୦୨୦ ମସିହା ଡିସେମ୍ବର ୨୬ ତାରିଖରେ ରାଉରକେଲା ଉଦିତନଗର ଥାନାରେ ଜଣେ ନାବାଳକକୁ  ନିର୍ଯାତନା ଦେବା ଘଟଣାରେ ଏସଆଇ ନିଲମ୍ବିତ।  ମୋବାଇଲ ଚୋରି ଅଭିଯୋଗରେ ଥାନାକୁ ଆଣି  ନିବାଳକକୁ ନିର୍ଯାତନା ଦେବା ଅଭିଯୋଗରେ ସବ ଇନ୍‌ସ୍ପେକ୍ଟର ମାନସ ରଞ୍ଜନ ନାୟକଙ୍କୁ ନିଲମ୍ବିତ … Read More