୨୫ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଯୋଜନା ଅଧିକାରୀ

କେନ୍ଦୁଝର :- ଘର ପ୍ଲାନ ଅନୁମୋଦନ କରି ଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରା ପଡିଲେ ଯୋଜନା ଅଧିକାରୀ। କେନ୍ଦୁଝର ସହରରେ ଏଭଳି ମାମଲା ସାମ୍ନାକୁ ଆସିଛି। ସହର ଯୋଜନା କେନ୍ଦୁଝର ଶାଖାର ଯାଞ୍ଚ … Read More

ମାଲକାନଗିରିରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ କର୍ତ୍ତନପାଲ୍ଲି ପଞ୍ଚାୟତ ଗୁଗାପଦରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ ସୂଚନା । ବିଏସ୍‌ଏଫ ଓ ପୋଲିସ ଦ୍ୱାରା ତୁଳସୀ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ … Read More

ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସାନ!

ବଣାଇ:- ରକ୍ତର ସମ୍ପର୍କ ଭୁଲିଗଲା ଭାଇ। ସାମାନ୍ୟ କଥାରୁ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ସାନ ଭାଇ ହାଣି ପକାଇଲା। ଫଳରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ … Read More

ସାମ୍ବାଦିକ ପରିଚୟ ଦେଇ ଗଞ୍ଜେଇ ଚାଲାଣ

ଲମତାପୁଟ୍;- ନକଲି ସାମ୍ବାଦିକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କଲା ବେଳେ ଧରିଲା ପୁଲିସ।  କୋରପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ୍ ପୋଲିସ ମିଳିତ ଚଢାଉ କରି ଟିକାପୁଟ ଅଞ୍ଚଳରୁ ଜଣେ ଗଞ୍ଜେଇ ଚାଲାଣକାରୀ ସହ ତାର ଜଣେ ସହଯୋଗୀକୁ  ଗିରଫ … Read More

ଦିଲ୍ଲୀ ପୁଲିସ ହାବୁଡ଼ରେ ବସ୍ତାର ସାଇବର ଠକ

ଜଳେସ୍ୱର:-ସାଇବର ଠକେଇ ଅଭିଯୋଗରେ ଦିଲ୍ଲୀ ପୁଲିସ ସହାୟତାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳ ବାରାମାଡିଆ ଗ୍ରାମର ରାମା ଚନ୍ଦ୍ର ପରିଡା। ଗିରଫ ଯୁବକଙ୍କ ଠାରୁ ମୋବାଇଲ୍ , ଲାପଟପ୍ ପ୍ୟାଡ୍ , … Read More

ବନ୍ଧୁକ ମୁନରେ ବ୍ୟାଙ୍କରୁ ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

କଟକ: ବନ୍ଧୁକ ମୁନରେ ଦେଢ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ। କଟକ ଜିଲ୍ଲା କାନପୁର ଥାନା ଗୋଡିବନ୍ଧ ଗ୍ରାମରେ ଥିବା କାନାଡ଼ା ବ୍ୟାଙ୍କରୁ ଏହି ଲୁଟ କରାଯାଇଛି। ଏଭଳି କାଣ୍ଡ ଭିଆଇଛନ୍ତି ତିନି ଜଣ ଦୁର୍ବୁତ୍ତ । ସୂଚନା ଅନୁସାରେ … Read More

ବେକରେ ଶାଢୀ ଦେଇ ମା ଓ ପୁଅଙ୍କ ଆତ୍ମହତ୍ୟା ଅଭିଯୋଗ

ରାୟଗଡା:– ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବେକରେ ଶାଢୀ ଦେଇ ମା ଓ ପୁଅ ଆତ୍ମହତ୍ୟା କରିଥିବା ନଜରକୁ ଆସିଛି। ଆତ୍ମହତ୍ୟା କରିଥିବା ମା ଓ ପୁଅ ହେଲେ ପି. ଦିବ୍ୟା(୨୯) ଓ … Read More

ବୁଲେଟ୍‌ କିଣିବାକୁ କହି ଆକାଉଣ୍ଟରୁ ଲକ୍ଷେ ଟଙ୍କା ଲୁଟିନେଲେ ସାଇବର ଠକ

ନୂଆପଡ଼ା:-ବୁଲେଟ୍‌ କିଣିବାକୁ କହି ଶାହାରୁଖ ଖାଁଙ୍କ ଆକାଉଣ୍ଟରୁ ଲକ୍ଷେ ୨୧ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ। ଆଜି ଏପରି ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ … Read More

ଚିତ୍ର ମାଷ୍ଟରଙ୍କ ରଙ୍ଗିଲା କାହାଣୀ, ୪ ଯୁବତୀଙ୍କୁ କରିଛନ୍ତି ବିବାହ!

କଟକ:– ଚିତ୍ର ମାଷ୍ଟରଙ୍କ ଚାରି ପତ୍ନୀ । ଚାରି ଜଣ ମହିଳାଙ୍କ ସହ ଚତୁରତା ସହ କରିଥିଲେ ବିବାହ । କାହାକୁ କାହା ବିଷୟରେ ଗନ୍ଧ ବି ବାରିବାକୁ ଦେଇନଥିଲେ ରସିକିଆ ଶିକ୍ଷକ ଜଣକ । ଦୁଇ ପତ୍ନୀଙ୍କ ଅଭିଯୋଗ କ୍ରମେ … Read More

ପୁଣି ବିଧାନସଭା ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର:-  ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ ଭୟ କମିଶନରେଟ ପୁଲିସ୍‌କୁ ଘାରିଥିବା ବେଳେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି  କମିଶନରେଟ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ କଟକଣା ମଧ୍ୟ ଆଜିଠୁ ଲାଗୁ କରାଯାଇଛି।  ଏହାସତ୍ତ୍ୱେ ଗତକାଲିଠୁ ଆଜି ମଧ୍ୟରେ … Read More