୩୫ ସାଂଗଠନିକ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା କଂଗ୍ରେସ

ଭୁବନେଶ୍ୱର:-ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାକୁ ଗସ୍ତ କରି ଦଳର ଜିଲ୍ଲା ଓ ବ୍ଲକ୍ କମିଟି କର୍ମକର୍ତ୍ତାଙ୍କ … Read More

ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାର

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି … Read More

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର:-ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଭର୍ଚୁଆଲ କ୍ୟାବିନେଟ ବୈଠକ ସନ୍ଧ୍ୟା ୬ଟା ୪୫ମିନିଟରେ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ କେବଳ … Read More

ଓଡ଼ିଶାରେ ବନ୍ଦ ସଫଳ : କଂଗ୍ରେସ

ଭୁବନେଶ୍ୱର:- କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ‘ଭାରତ ବନ୍ଦ’ ଆଜି ଓଡ଼ିଶାରେ ସଫଳ ହୋଇଛି ବୋଲି କଂଗ୍ରେସ କହିଛି। ଅବଶ୍ୟ ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ … Read More

‘ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି, ବହୁ ଦୁର୍ନୀତିରେ ରହିଛି ସଂପୃକ୍ତି’- ରମେଶ ଜେନା

ଗୋପାଳପୁର:-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଲା ଅଡୁଆ । ଗଞ୍ଜାମ ଜିଲ୍ଲାର ଜଣଙ୍କ ପରେ ଜଣେ ବିଧାୟକ ତାଙ୍କ ବିରୋଧରେ ବର୍ଷୁଛନ୍ତି । ପ୍ରଦୀପ ଗିରଫ ହେବା ପରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ … Read More

ପରୀ ମାମଲାରେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ଆକ୍ଷେପ-‘ବିଜେଡି-ବିଜେପି ଭାଇ-ଭଉଣୀ’,

ଭୁବନେଶ୍ୱର:- ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାର ନାଁ ନେଉନି ।  ଆଜି ଆକ୍ଷେପର କେନ୍ଦ୍ରରେ ଥିଲା ରାଜନୈତିକ ମୈଦାନରେ କିଏ ଭାଇଭଉଣୀ ହୋଇ ଚାଲୁଛନ୍ତି।  ଗତକାଲି ନୟାଗଡ ଗସ୍ତ କରି ପରୀ ପରିବାରକୁ ଭେଟିଥିବା କଂଗ୍ରେସ ରାଜ୍ୟ ପ୍ରଭାରି ଚେଲ୍ଲାକୁମାର … Read More

କଂଗ୍ରେସକୁ ଝଟକା : ଦଳରୁ ଇସ୍ତଫା ଦେଲେ ଟିପିସିସି ଅଧ୍ୟକ୍ଷା ଅଭିନେତ୍ରୀ ବିଜୟଶାନ୍ତି,

ନୂଆଦିଲ୍ଲୀ :- ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଅଭିନେତ୍ରୀ ବିଜୟଶାନ୍ତି ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି … Read More

ହାଇଦ୍ରାବାଦ ନଗର ନିଗମ ନିର୍ବାଚନ, ଓଓ୍ବେସିଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ବିଜେପି

ହାଇଦ୍ରାବାଦ:-ଗ୍ରେଟର ହାଇଦ୍ରାବାଦରେ ନଗର ନିଗମ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଦେଶର ସବୁଠୁ ବଡ଼ ନଗର ନିଗମରୁ ଗୋଟିଏ ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପି ଦମଦାର ପ୍ରଦର୍ଶନ ସହ ୪୯ ସିଟ୍‌ରେ ବିଜୟ ହାସଲ କରିଛି। କେସିଆରଙ୍କ ଦଳ … Read More

କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି

ମିର୍ଜାପୁର:-ପାକିସ୍ତାନ ଯିବାକୁ ଚାହୁଁଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। କେବେ ବି ପାକିସ୍ତାନ ଯାଇନଥିବା କହୁଥିବା ଦିଗ୍‌ବିଜୟ ଏବେ କିନ୍ତୁ ସେଠାକୁ ଯିବାକୁ ଚାହୁଁଛନ୍ତି। ଗୁରୁବାର ମିର୍ଜାପୁରରେ ମା ବିନ୍ଧ୍ୟବାସୀନଙ୍କ ଦର୍ଶନ କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଗ୍‌ବିଜୟ। … Read More

ପ୍ରଦୀପ ଛାଡ଼ିଲେ ଡାଲି ଦୁର୍ନୀତି ବାଣ, କହିଲେ ପାଣ୍ଡିଆନଙ୍କୁ ପଚାର

ଭୁବନେଶ୍ୱର:-ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଆଜି ପୁଣି ଏକ ବାଣ ଛାଡ଼ିଛନ୍ତି। ଗଞ୍ଜାମର ତତ୍କାଳୀନ ଜିଲ୍ଲାପାଳଙ୍କୁ ଟାର୍ଗେଟ କରି ଅସ୍ତ୍ର ଛାଡ଼ିଛନ୍ତି ପ୍ରଦୀପ। ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ଦେଇ ପ୍ରଦୀପ ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି … Read More