କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ବିହାର କଂଗ୍ରେସ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ହାଇକମାଣ୍ଡ ଦେଲେ ଗୁରୁଦାୟିତ୍ୱ । ଭକ୍ତଙ୍କୁ ଏବେ ବିହାର କଂଗ୍ରେସର ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ବିହାର କଂଗ୍ରେସର ଇନ୍‌ଚାର୍ଜ ଥିଲେ ଶକ୍ତିସିହ୍ନ … Read More

‘ଡିଜି ଓ ରାଜ୍ୟର ସମସ୍ତ ଏସ୍‌ପି ଅଫିସ୍‌ ଘେରିବ ବିଜେପି

ଭୁବନେଶ୍ୱର:-ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ପ୍ରତିବାଦ କରିବ ବିଜେପି। ଆସନ୍ତାକାଲିଠୁ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ଘେରାଉ କରାଯିବ ସମସ୍ତ ଥାନା। ଆସନ୍ତା ୬ ତାରିଖରେ ସମସ୍ତ ଏସ୍‌ପି ଅଫିସ ଓ ୮ରେ ଡିଜି … Read More

ଦିଲୀପ କୁମାର ଏବଂ ରାଜ କପୁରଙ୍କ ଘର କିଣିବ ପାକିସ୍ତାନ

ପେଶ୍‌ଓ୍ଵାର୍‌: ବଲିଉଡ୍‌ର କିଂବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର ଖରିଦ କରିବାକୁ ପାକିସ୍ତାନର ଖାଇବର ପଖତୁନ୍‌ଖ୍ଵା ସରକାର ୨.୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଦୁଇ ଅଭିନେତାଙ୍କର ପୈତୃକ ଘରଗୁଡ଼ିକୁ ଜାତୀୟ … Read More

ରୋହିତ ଶର୍ମାଙ୍କ ସହ ୪ ଖେଳାଳି ଖାଇଥିଲେ ଗୋ’ମାଂସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳୁଥିବା ଭାରତୀୟ କ୍ରିକେଟ ଟିମର ମଇଦାନ ବାହାରେ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂଆବର୍ଷ ଅବସରରେ ୫ ଖେଳାଳି ଏକ ରେଷ୍ଟୁରାଣ୍ଟରେ ଖାଇ ହଟହଟା ହେବା ପରେ ବର୍ତ୍ତମାନ ରେଷ୍ଟୁରାଣ୍ଟର ବିଲ୍ ଭାଇରାଲ ହେଉଛି, ଯେଉଁଥିରେ ଖେଳାଳିମାନେ ଗୋମାଂସ … Read More

ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ … Read More

ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ

ଡେରାଡୁନ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ। ହସ୍ପିଟାଲରେ ତ୍ରିଭେନ୍ଦ୍ର ଭର୍ତ୍ତି ହେବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଡେରାଡୁନରେ … Read More

ଏସ୍ଆଇଟି ତଦନ୍ତ ପରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ, କହିଲେ-“ଭଗବାନ କରନ୍ତୁ, ପରୀକୁ ନ୍ୟାୟ ମିଳୁ”

ଭୁବନେଶ୍ୱର:-ପରୀ ମୃତ୍ୟୁ ମାମଲାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ  । ବୁଧବାର ଗଣମାଧ୍ୟମ ସମ୍ମୁଖରେ ପରୀ ଗୋଟିଏ ଛୋଟ ଝିଅ, ତେଣୁ ଏହି ଘଟଣାକୁ ନେଇ ରାଜନୀତି ନକରାଯାଉ । ଭଗବାନ କରନ୍ତୁ ପରୀକୁ ନ୍ୟାୟ ମିଳୁ ଓ … Read More

ପାରାଦ୍ୱୀପରେ “ଡେ ଆଟ୍ ସି” କାର୍ଯ୍ୟକ୍ରମରେ ସାମିଲ୍ ହେଲେ ୧୩୨ ବିଧାୟକ ଓ ଜଣେ ସାଂସଦ

ପାରାଦ୍ୱୀପ:– ପାରାଦ୍ୱୀପରେ “ଡେ ଆଟ୍ ସି” କାର୍ଯ୍ୟକ୍ରମରେ ସାମିଲ୍ ହେଲେ ୧୩୨ ବିଧାୟକ ଓ ଜଣେ ସାଂସଦ। ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ଆଇଏନଏସ ଜଳସ୍ୱାରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୯୭୧ ମସିହା ଇଣ୍ଡୋ … Read More

ପ୍ରତି ମାସରେ ଗୋଟିଏ ସପ୍ତାହ ପଶ୍ଚିମବଙ୍ଗରେ ଡେରା ପକାଇବେ ଅମିତ୍ ଶାହା,

ନୂଆଦିଲ୍ଲୀ:– ପଶ୍ଚିମବଙ୍ଗରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଜେପି ଏବେଠୁ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛି। ଗତ ଦିନରେ ପାର୍ଟିର ପୂର୍ବତନ ସଭାପତି ତଥା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା … Read More

ବଦଳୁଛି ନବୀନଙ୍କ ଆଭିମୁଖ୍ୟ, ଏଥର ପରୋକ୍ଷ ନୁହେଁ ସିଧା କେନ୍ଦ୍ରକୁ ନିଶାନା

ରିପୋର୍ଟ:- ଭକ୍ତ ଭୂଷଣ ବାରିକ(ସମ୍ପାଦକ) ଭୁବନେଶ୍ୱର:-ବଦଳୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ। ଆଉ ପରୋକ୍ଷରେ ନୁହେଁ ସିଧା କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ନବୀନ। କେନ୍ଦ୍ର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ନବୀନ। ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି … Read More