କଂଗ୍ରେସ ଗୁପକାର ମେଣ୍ଟର ଅଂଶ ନୁହେଁ, ମିଥ୍ୟା ପ୍ରଚାର କରୁଛନ୍ତି ଅମିତ୍ ଶାହା,
ନୂଆଦିଲ୍ଲୀ:-କଂଗ୍ରେସ ପାର୍ଟି ସ୍ପଷ୍ଟ କରିଛି ଯେ, ଦଳ ଜାମ୍ମୁ ଓ କାଶ୍ମୀରରେ ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଗୁପକାର ମେଣ୍ଟ କିମ୍ବା ପିପୁଲ୍ସ ଆସୋସିଏସନ ଫର ଗୁପକାର ଡିକ୍ଲେରେସନର ଅଂଶ ନୁହେଁ। ଏଥିସହ ପୂର୍ବେ ପିଡିପି ସହ ମିଶି ସରକାର … Read More










