ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନୀତ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ,:-ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶୁକ୍ରବାର ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି ।  ଏହି କମିଟିରେ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି । ଉପରାଷ୍ଟ୍ରପତି ଏକ ୬ ଜଣିଆ କମିଟି ଗଠନ କରିଛନ୍ତି । ଯେଉଁଥିରେ ସସ୍ମିତଙ୍କୁ ସ୍ଥାନ ମିଳିଛି । … Read More

ରାଜସ୍ଥାନ ବାଚସ୍ପତିଙ୍କୁ ଝଟକା, ହାଇକୋର୍ଟ ନିଷ୍ପତି ଉପରେ ରୋକ ଲଗାଇବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ;-ରାଜସ୍ଥାନ ମାମଲାରେ ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଅର୍ଥାତ୍ ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ନିର୍ଦ୍ଧାରିତ କରିଥିବା ଶୁକ୍ରବାର ଦିନ ହିଁ ନିଜ ରାୟ ପ୍ରଦାନ କରିପାରିବେ । ଗୁରୁବାର ଦିନ ଶୁଣାଣି ବେଳେ … Read More

ହିତାଧିକାରୀଙ୍କୁ ମିଳିବ ୫ମାସର ମାଗଣା ଚାଉଳ

ଭୁବନେଶ୍ବର:-ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧୀକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାଲିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି … Read More

ରାଜ୍ୟପାଳଙ୍କୁ ଭେଟି ସଂଖ୍ୟା ଗରିଷ୍ଠତା ପ୍ରମାଣ ରଖିଲେ ଗେହଲଟ

ଜୟପୁର :-ରାଜସ୍ଥାନ ରାଜନୀତିରେ ପ୍ରତି ଦିନ ନୂଆ ନୂଆ ରଙ୍ଗ ଦେଖିବାକୁ ମିଳୁଛି। ପ୍ରଥମେ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ପରସ୍ପର ଉପରେ ବୟାନବାଜି କରୁଥିଲେ। ପୁଣି ଚାଞ୍ଚଲ୍ୟକର ଅଡିଓ ଟେପ୍‌ ସାମ୍ନାକୁ ଆସିବା ପରେ ରାଜସ୍ଥାନ କଂଗ୍ରେସ୍ ଓ  ବିଜେପି … Read More

ପାଇଲଟଙ୍କ ହାଇକୋର୍ଟରୁ ଆଶ୍ଵସ୍ତି, ଜୁଲାଇ ୨୧ ପର୍ଯ୍ୟନ୍ତ ବାଚସ୍ପତିଙ୍କ ନୋଟିସ୍ ଉପରେ ଲଗାଇଲେ ରୋକ୍

ଜୟପୁର:-ରାଜସ୍ଥାନରେ କ୍ଷମତା ନେଇ ରାଜନୀତି ଜାରି ରହିଛି। ରାଜ୍ୟର ରାଜନୈତିକ ଡ୍ରାମା ଏବେ ଆଇନଜାଲରେ ଫସି ଯାଇଛି। ସଚିନ ପାଇଲଟଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଏହି ମାମଲାରେ ଏବେ ସଚିନ ପାଇଲଟଙ୍କୁ କିଛିଟା … Read More

କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ତାଙ୍କ ବିରୋଧରେ ଆସିଥିବା ଘୋଡ଼ାବେପାର ଅଭିଯୋଗକୁ ଖାରଜ କରିଛନ୍ତି। କଂଗ୍ରେସ ବିଧାୟକ କିଣିବା ନେଇ ଯେଉଁ ଅଡିଓ କ୍ଲିପ୍ ଜାରି କରିଛି ସେଥିରେ ତାଙ୍କର ଭଏସ ନାହିଁ। ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ … Read More

ଅଶୋକ ଗେହଲଟ ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ !

ଜୟପୁର:-ଅଶୋକ ଗେହଲୋଟ ସରକାର ନିଜକୁ ସୁରକ୍ଷିତ ରଖିବାକୁ ପୁରା ଜୋର ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଗେହଲୋଟ୍‌ଙ୍କ ସରକାରକୁ ବଞ୍ଚାଇବା ଲାଗି ପୂର୍ଣ୍ଣ ସହଯୋଗ କରୁଥିବା ରାଜ୍ୟରେ ବିଜେପିର ମେଣ୍ଟ ସହଯୋଗୀ ରାଷ୍ଟ୍ରୀୟ ଜନତାନ୍ତ୍ରିକ … Read More

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ

ରାଜସ୍ଥାନ, :- ରାଜସ୍ଥାନର ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଜି ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ସହ ୧୮ଜଣ ବିଦ୍ରୋହୀ ବିଧାୟକ ମଧ୍ୟ ସାମିଲ ଅଛନ୍ତି … Read More

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ, ବିଜେପି ଆକ୍ଟିଭ୍

ଜୟପୁର: ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବୀ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଦଳରେ ସଚିନଙ୍କ ସ୍ଥାନରେ ଗୋବିନ୍ଦ … Read More

ବିଧାୟକ ଦଳ ବୈଠକରେ ଯୋଗ ଦେଲେନି ପାଇଲଟ୍,

ଜୟପୁର:-ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକରେ ସାମିଲ ହୋଇନାହାଁନ୍ତି ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ଏପରିକି ତାଙ୍କ ସମର୍ଥକ ବିଧାୟକମାନେ ମଧ୍ୟ ବୈଠକରେ ଯୋଗ ଦେଇନାହାଁନ୍ତି । ତାଙ୍କୁ ବାରମ୍ବାର ବୈଠକରେ ଯୋଗ ଦେବାତୁ ଚେତାବନୀ ଜାରି କରାଯାଇଥିଲା । … Read More