ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନୀତ ହେଲେ ସସ୍ମିତ ପାତ୍ର
ନୂଆଦିଲ୍ଲୀ,:-ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶୁକ୍ରବାର ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି । ଏହି କମିଟିରେ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି । ଉପରାଷ୍ଟ୍ରପତି ଏକ ୬ ଜଣିଆ କମିଟି ଗଠନ କରିଛନ୍ତି । ଯେଉଁଥିରେ ସସ୍ମିତଙ୍କୁ ସ୍ଥାନ ମିଳିଛି । … Read More










