ମହଙ୍ଗା ପଡିଲା ପରକୀୟା ପ୍ରୀତି, ଘୋଷାଡି ଘୋଷାଡି ସରପଞ୍ଚ ସ୍ବାମୀଙ୍କୁ ପିଟିଲେ ମହିଳା
ଭଦ୍ରକ:-ସ୍ତ୍ରୀ ପୂର୍ବତନ ସମିତିସଭ୍ୟ, ସ୍ବାମୀ ଏବେର ସରପଞ୍ଚ । ୧୯୯୭ ମସିହାରେ ପ୍ରେମ ବିବାହ କରିଥିଲେ । ଦୁଇ ପୁଅ ଅଛନ୍ତି । କିନ୍ତୁ ସ୍ୱାମୀ କାଳେ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ତ୍ରୀ … Read More










