ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ‘ଅମୂଲ’ର ଦୁଗ୍ଧ କାରବାର, ଉଦଘାଟନ କଲେ ଜଗନମୋହନ

ଅମରାବତୀ:- ଗୁଜରାଟର ଦିଗ୍ଗଜ ଦୁଗ୍ଧ ସମବାୟ ସଂସ୍ଥା ‘ଅମୂଲ’ କାରବାରକୁ ଆନ୍ଧ୍ରପ୍ରଦେଶ ସମ୍ପ୍ରସାରଣ କରିଛନ୍ତି। ଗୁଜରାଟ ଭଳି ଆନ୍ଧ୍ରରେ ମଧ୍ୟ ଅମୂଲ ଦୁଗ୍ଧ ଚାଷୀଙ୍କ ଠାରୁ ଖୀର କିଣିବେ। ଏଥିଲାଗି ଆନ୍ଧ୍ରପ୍ରଦେଶ ଶଚିବାଳୟ ଅମରାବତୀରେ ବୁଧବାର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ଅମୂଲର ଆନ୍ଧ୍ରପ୍ରଦେଶ … Read More

ନୂଆ ୨୦ ଟଙ୍କିଆ କଏନ୍‌ ଜାରି କଲା RBI: ଜାଣନ୍ତୁ କେମିତି ରହିବ ଡିଜାଇନ୍‌

ନୂଆଦିଲ୍ଲୀ :- ‘ଏମିତି ଏକ ଦିନ ଆସିବ ମୋ ମୁଦ୍ରା ପୁରା ଦେଶରେ ପ୍ରଚଳିତ ହେବ’। ଏହା ଏକ ଫିଲ୍ମ ଡାଏଲଗ୍‌ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାର ସ୍ବପ୍ନିଳ। ଏବେ ତାଙ୍କ ଦ୍ବାରା ଡିଜାଇନ୍‌ କରାଯାଇଥିବା … Read More

ସିବିଆଇ, ଏନଆଇଏ, ଇଡି କାର୍ଯ୍ୟାଳୟ ସହିତ ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:-ସୁପ୍ରିମକୋର୍ଟ ସମଗ୍ର ଦେଶରେ ପୁଲିସ ଥାନାରେ ସିସିଟିଭି କ୍ୟାମେରା  ଲଗାଇବା ସମ୍ବନ୍ଧିତ ଏକ ମାମଲାରେ ଆଦେଶରେ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସିବିଆଇ, ଏନଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏନସିବି, ଡିଆରଆଇ ଓ ସିରିୟସ ଫ୍ରଡ୍ ଇନଭେଷ୍ଟିଗେସନ ଅଫିସ୍‌ର କାର୍ଯ୍ୟାଳୟରେ ଅଡିଓ ରେକର୍ଡିଂ ସହିତ … Read More

ଭାଙ୍ଗିଲା ୧୩୩ ବର୍ଷର ପରମ୍ପରା, ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟର କୂଳପତି ନିଯୁକ୍ତ

ପ୍ରୟାଗରାଜ :-ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ। ଦୀର୍ଘ ୧୩୩ ବର୍ଷ ବିଶ୍ଵ ବିଦ୍ୟାଳୟ ଇତିହାସରେ ଏବଂ ୨୦୦୫ରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ମିଳିବା ପରେ ପ୍ରଥମ ମହିଳା … Read More

ଲଗାତାର ଦ୍ଵିତୀୟ ସିରିଜ୍‌ରେ କ୍ଲିନ୍ ସୁଇପ୍‌ରୁ ବଞ୍ଚିବା ପାଇଁ ଆସନ୍ତାକାଲି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

କାନବେରା:-ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଭାରତୀୟ ଦଳ ବୁଧବାର ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଅନ୍ତିମ ମୁକାବିଲା ଖେଳିବ। ଏହି ମ୍ୟାଚ୍‌ ଜିତି ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ। ଏହି ମ୍ୟାଚ୍‌ ଜିତିବା … Read More

ଶିବସେନାରେ ସାମିଲ ହେବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର,

ମୁମ୍ବାଇ :- ବଲିଉଡ୍ ଅଭିନେତ୍ରୀ ତଥା ରାଜନୀତିରେ ପାଦ ଦେଇସାରିଥିବା ଉର୍ମିଳା ମାତୋଣ୍ଡକର ସୋମବାର ଦିନ ଶିବସେନାରେ ସାମିଲ ହେବେ । ଉର୍ମିଳା ଗତ ବର୍ଷ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ … Read More

ଷ୍ଟିଭେନ ସ୍ମିଥଙ୍କ ଧୂଆଁଧାର ଶତକ । ୩୮୯ ରନର ବିଶାଳ ସ୍କୋର କଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ;- ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆର ଦମଦରା ବ୍ୟାଟିଂ । ନିର୍ଦ୍ଧାରିତ ୫୦ ଓଭରରେ ଦଳ ୩୮୯ ରନର ବିଶାଳ ସ୍କୋର କରି ପାରିଛି । ଫଳରେ ଏବେ ଭାରତ ଆଗରେ ୩୯୦ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତକୁ ଜିତିବାକୁ … Read More

ଜମି ବିବାଦକୁ ନେଇ ଉତ୍ତର-ପଶ୍ଚିମ ପାକିସ୍ତାନରେ ଗୁଳିକାଣ୍ଡ, ୮ ମୃତ

ଖୈବରପୁକ୍ତନଖ୍ୱା:-ଏକ ଭୂମି ବିବାଦ ସମାଧାନ ଲାଗି ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବରପୁକ୍ତନଖ୍ୱା ସ୍ୱାବୀ ଜିଲ୍ଲା ହୁଜରାରେ ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ଗୁଳିକାଣ୍ଡ ହୋଇଛି। ଫଳରେ ୮ ଜଣ ପ୍ରାଣ ହରାଇଛନ୍ତି। ବିବାଦର ସମାଧାନ ଲାଗି ଜିରଗା (ଆଦିବାସୀ ପରିଷଦ) ଉଦ୍ୟମ କରୁଥିବା ବେଳେ … Read More

ଆନ୍ଦୋଳନ ଲାଗି ୨୦ ହଜାର ଚାଷୀଙ୍କ ବିରୋଧରେ FIR, କଂଗ୍ରେସ କହିଲା ନିନ୍ଦନୀୟ

ନୂଆଦିଲ୍ଲୀ :-ସଂଶୋଧିତ କୃଷି ଆଇନ-୨୦୨୦କୁ ନେଇ ମିଳିତ ଚାଷୀ ସଂଘର୍ଷ ସମିତିର ‘ଦିଲ୍ଲୀ ଚଲୋ’ ଆହ୍ୱାନ ରାଜଧାନୀରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ତେବେ ଆନ୍ଦୋଳନକୁ ଦିଲ୍ଲୀ ପହଞ୍ଚିବାରେ ରୋକିବା ଲାଗି ହରିୟାଣା ସରକାର ୨୦ ହଜାରରୁ ଅଧିକ ଚାଷୀଙ୍କ ବିରୋଧରେ … Read More

ପୂର୍ବତନ ଆଇଏଏସ ଅଫିସରଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାୟପୁର :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡର ପୂର୍ବତନ ପ୍ରଶାସନିକ ଅଧିକାରୀ ବାବୁଲାଲ ଅଗ୍ରଓ୍ଵାଲଙ୍କ ୨୭ କୋଟିରୁ ଅଧିକ ସଂପତ୍ତି ଜବତ କରିଛି। ଆୟବର୍ହିଭୂତ ସଂପତ୍ତି ଠୁଳ ଓ ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୧୯୮୮ ବ୍ୟାଚର … Read More