ଚୀନ୍‌ ସଂଲଗ୍ନ ସୀମାକୁ ଅଧିକ ସୈନ୍ୟ ପଠାଇଲା ରୁଷ

ମସ୍କୋ : ରୁଷ ନିଜର ପୂର୍ବ ଭାଗରେ ଥିବା ଅଞ୍ଚଳକୁ ଅଧିକ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ପ୍ରେରଣ କରିଛି । ରୁଷର ପୂର୍ବ ଭାଗ ଚୀନ୍‌ ସୀମାକୁ ଲାଗିଛି । ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ କହିଛନ୍ତି ଯେ … Read More

ରାତିତମାମ୍ ସଂସଦ ପରିସରରେ ଧାରଣାରେ ବସି ରହିଲେ ନିଲମ୍ୱିତ ସାଂସଦ

ନୂଆଦିଳ୍ଲୀ ;-ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରି ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦର ଗାନ୍ଧି ମୂର୍ତି ନିକଟରେ ସାରା ରାତି ଧାରଣା ଦେଇଛନ୍ତି । ଆଜି ଏହି ଧାରଣା ସ୍ଥଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । … Read More

ୱେବ୍ ସିରିଜ୍‌ରେ କାମ ଦେବା ନାମରେ ମାଗୁଥିଲା ନଗ୍ନ ଫଟୋ

ନୂଆଦିଳ୍ଲୀ:-ମହିଳା ମଡେଲଙ୍କୁ ବ୍ୟବହାର କରିବା ଏବଂ ଚାକିରୀ ଦେବା ନାମରେ ସେମାନଙ୍କୁ ଶୋଷଣ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ଦୀପକ ଦାବି କରୁଥିଲା କି, ସେ ଏକ ପ୍ରଡକ୍ସନ୍ ହାଉସ୍ … Read More

ଭାରତ ବିରୋଧି କାର୍ଯ୍ୟକଳାପରୁ ହଟୁନି ନେପାଳ, ଏବେ ଭାରତୀୟ ଅଞ୍ଚଳରେ କରିବ ଜନଗଣନା !

କାଠମାଣ୍ଡୁ:-ଭାରତ ତରଫରୁ ସାହାଯ୍ୟର ହାତ ବଢାଯାଇଥିଲେ ମଧ୍ୟ ନେପାଳ ନିଜ କାର୍ଯ୍ୟକଳାପରୁ ଓହରୁ ନାହିଁ । ଉତ୍ତରାଖଣ୍ଡର କଲାପାଣୀ, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଥିଲା ନେପାଳ ଏବେ ଏଠାରେ ଜନଗଣନା କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି … Read More

ଭାରତର ଯୁଦ୍ଧ ଜାହାଜରେ ମହିଳା ଲଢୁଆ ପାଇଲଟ୍

କୋଚି : ଭାରତୀୟ ନୌସେନା ଇତିହାସରେ ପ୍ରଥମକରି ଦୁଇଜଣ ମହିଳା ଅଫିସରଙ୍କୁ ଯୁଦ୍ଧଜାହାଜରେ ମୁତୟନ କରାଯାଇଛି । ସେମାନେ ହେଲେ ସବ୍‌ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍‌ ଲେଫ୍ଟନାଣ୍ଟ ରୀତି ସିଂହ । ସେମାନଙ୍କୁ ଯୁଦ୍ଧଜାହାଜରେ ହେଲିକପ୍ଟର ଷ୍ଟ୍ରିମ୍‌ରେ ଅବଜରଭର୍‌ … Read More

ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଲା ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ନାଁ

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟି ନାଁ ସାମ୍ନାକୁ ଆସିଛି | ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କ ଏକ ଚାଟରେ D ଓ K ନାମ ଉଲ୍ଲେଖ କରାଯାଇଛି । … Read More

୧୦ ରନରେ ମ୍ୟାଚ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ ୧୩ ସଂସ୍କରଣର ତୃତୀୟ ମ୍ୟାଚ୍ ସରିଛି । ଏହି ମ୍ୟାଚକୁ ୧୦ ରନରେ ଜିତି ନେଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି … Read More

ଦେହଜୀବୀଙ୍କ ପାଇଁ ଖୁସୀ ଖବର, ସବୁ ରାଜ୍ୟକୁ ଦେହଜୀବୀଙ୍କ ସହଯୋଗ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଲକଡାଉନ୍ ରହିବାରୁ ଅଡ଼ୁଆରେ ପଡ଼ିଛନ୍ତି ଦେହ ବ୍ୟବସାୟୀ। ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଏ ବାବଦରେ ବିଚାର କରି ସହଯୋଗ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।  ଆସନ୍ତା ସପ୍ତାହରେ ଏ ପ୍ରସଙ୍ଗରେ … Read More