ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ଲିଙ୍କ୍ ଥିବା ଅଭିଯୋଗରେ ୨୭ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଲକ୍ଷ୍ମୌ :-ୟୁପିରେ ପୁଲିସ ଏନନକାଉଣ୍ଟରରେ ପ୍ରାଣ ହରାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ଲିଙ୍କ୍ ଥିବା ଅଭିଯୋଗରେ ରାଜ୍ୟ ସରକାର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯେଉଁମାନଙ୍କ ବିରୋଧରେ ଏପରି ପଦକ୍ଷେପ … Read More