ପରିବର୍ତ୍ତନର ନାରା ଦେଲେ ରଜ୍ନୀକାନ୍ତ,ଜାନୁଆରୀରେ ଦଳ ଘୋଷଣା କରିବେ ତାମିଲ୍ ସୁପରଷ୍ଟାର
ଚେନ୍ନାଇ:-ଆସୁଛନ୍ତି ତାମିଲ୍ ସୁପରଷ୍ଟାର ରଜନୀକାନ୍ତ। ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧୁମ୍ ମଚାଇବା ପରେ ଏବେ ରାଜନୀତିରେ ଚହଳ ପକାଇବାକୁ ଯାଉଛି ରଜନୀକାନ୍ତଙ୍କ ଦଳ। ସୁପରଷ୍ଟାରଙ୍କ ପଲିଟିକାଲ୍ ଏଣ୍ଟ୍ରି ଏବେ ଚର୍ଚ୍ଚା ସୃଷ୍ଟି କରିଛି। ରାଜନୀତିରେ ପାଦ ଦେବାକୁ ଘୋଷଣା କରିଛନ୍ତି ତଲାଇବା … Read More










