ଆସନ୍ତା ୨୬କୁ ଘୁଞ୍ଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି, ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ :- ଆସନ୍ତା ୨୬କୁ ଘୁଞ୍ଚିଲା ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି । ସମସ୍ତ ଦୋଷୀଙ୍କୁ ଅକ୍ଟୋବର ୨୬ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସ୍ପେଶାଲ ସିବିଆଇ କୋର୍ଟ ଏହି … Read More

ଟିଆରପି ସ୍କାମର ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଗିରଫ,

ମୁମ୍ବାଇ:-ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ସ୍କାମ୍‌ରେ ମୁମ୍ବାଇ ପୁଲିସର ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ ଟିମ୍‌ ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ତାଙ୍କ ନାମ ବିନୟ ତ୍ରିପାଠୀ । ସେ ବାର୍କ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍‌ସିଲ) ପାଇଁ ଟିଆରପି ମୂଲ୍ୟାୟାନ … Read More

ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା, ୧୫ ମୃତ

କାବୁଲ:-ଭୟାନକ ବିମାନ ଦୁର୍ଘଟଣା । ମଙ୍ଗଳବାର ଦିନ ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, … Read More

ତାଇଓ୍ଵାନ ଉପରେ ଭାରତୀୟ ଗଣମାଧ୍ୟମର ଖବର ପ୍ରସାରଣ ଦେଖି ଚିହିଁକି ଉଠିଲା ଚୀନ, କହିଲା- ନିଆଁ ସହ ଖେଳୁଛି ଭାରତ

ନୂଆଦିଲ୍ଲୀ:-ତାଇଓ୍ଵାନ ଜାତୀୟ ଦିବସର ଖବରକୁ ଭାରତୀୟ ଗଣମାଧ୍ୟମ ପ୍ରସାରଣ କରିବା ଚୀନ ସହଜେ ହଜମ କରି ପାରିନାହିଁ। ଚୀନ ସରକାରର ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ନିଜ ଲେଖାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ, ଭାରତ-ଆମେରିକା ବନ୍ଧୁତ୍ଵ ସମେତ ଅନେକ ପ୍ରସଙ୍ଗ ଉଲ୍ଲେଖ … Read More

ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସର ନୋଟିସ୍, ଉପଯୁକ୍ତ ଜବାବ ନମିଳିଲେ କାର୍ଯ୍ୟାନୁଷ୍ଠାନ କରିବାକୁ ଚେତାବନୀ

ମୁମ୍ବାଇ:-ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ କୁହାଯାଇଛି ଯେ, ଅପରାଧିକ ପ୍ରକ୍ରିୟା ସଂହିତାର ଧାରା ୧୦୮ ଆଧାରରେ ତାଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ବର୍ଲି  … Read More

ପୂର୍ବତନ ଯବାନଙ୍କ ପତ୍ନୀଙ୍କୁ ଜୀବନ୍ତ ଜଳାଇ ଦେଲେ ପଡ଼ୋଶୀ

ଆଗ୍ରା:-ଆଗ୍ରାର ଥାନା ତାଜଗଞ୍ଜ ଅଞ୍ଚଳରେ ପୂର୍ବତନ ଯବାନଙ୍କ ପତ୍ନୀଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି। ଘଟଣାର ସୂତ୍ରପାତ ପିଲାମାନଙ୍କ ଝଗଡ଼ା ଯୋଗୁଁ ହୋଇଥିଲା କିନ୍ତୁ ଏହା ଏତେ ବଢ଼ିଯାଇଥିଲା ଯେ ଗୋଟିଏ ପକ୍ଷର ଲୋକେ ଅନ୍ୟ ପକ୍ଷର ମହିଳାଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ। … Read More

ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଉପହାର: ପାର୍ବଣ ଋତୁରେ ୧୦ ହଜାର ଟଙ୍କା ଆଡ଼ଭାନ୍ସ ଦେବେ ସରକାର

ନୂଆଦିଲ୍ଲୀ:- ଆର୍ଥିକ ସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଜିଏସଟି କାଉନସିଲ ବୈଠକ ଠିକ ପୂର୍ବରୁ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସୋମବାର ସନ୍ଧ୍ୟା ୪ଟା ରୁ ୬ଟା ଯାଏଁ ଜିଏସଟି କାଉନସିଲ ବୈଠକ … Read More

ମମତା ବାନାର୍ଜୀ କହିଲେ ପଶ୍ଚିମବଙ୍ଗରେ ହୋଇସାରିଲାଣି କରୋନା ଗୋଷ୍ଠୀ ସଂକ୍ରମଣ,

କୋଲକାତା:-ରାଜ୍ୟରେ କରୋନାର ଏବେ ଗୋଷ୍ଠୀ  ସଂକ୍ରମଣ ହେଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏହା କହିଛନ୍ତି। କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବାର ପ୍ରମାଣ ମଧ୍ୟ ଆମେ ପାଇଥିବା ସେ ଦାବି କରିଛନ୍ତି। ରାଜ୍ୟରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ … Read More

ରିପବ୍ଲିକ ଟିଭି, ଟାଇମ୍ସ ନାଓ ସହ ୪ ସାମ୍ବାଦିକଙ୍କ ବିରୋଧରେ କୋର୍ଟକୁ ଗଲେ ସଲମାନ, ଶାହରୁଖ, ଅମିରଙ୍କ ସହ ୩୮ ପ୍ରଡକ୍ସନ ହାଉସ୍

ନୂଆଦିଲ୍ଲୀ:–ବଲିଉଡ ଚଳଚ୍ଚିତ୍ର ଜଗତର ଛବି ଖରାପ କରିଥିବାରୁ ୩୮ଟି ଫିଲ୍ମ ପ୍ରଡକ୍ସନ ହାଉସ ଓ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କିଛି ଗଣମାଧ୍ୟମ ବିରୋଧରେ ମାମଲା ଦାଏର କରାଯାଇଛି । ସେହିପରି ୪ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି … Read More

ମୁମ୍ବାଇରେ ବିଦ୍ୟୁତ୍‌ ସେବା ଠପ୍ : ଅନେକ ଅଞ୍ଚଳ ଏବେ ଅନ୍ଧାରରେ

ମୁମ୍ବାଇ:-ମୁମ୍ବାଇ ମହାନଗରରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି। ମୁମ୍ବାଇ ଟାଉନସିପରେ ଥିବା ବିଦ୍ୟୁତ୍ ଯୋଗାଣ କମ୍ପାନୀ ବେଷ୍ଟ (ବେଷ୍ଟ) କହିଛି ଯେ, ବିଦ୍ୟୁତ୍ ଯୋଗାଣ କରୁଥିବା ପ୍ଲାଣ୍ଟରେ ଗ୍ରୀଡ୍ ଫେଲ୍‌ ହୋଇଯାଇଛି। ମୁମ୍ବାଇର ପୂର୍ବ, ପଶ୍ଚିମ, ଉପାନ୍ତ ତଥା କିଛି ଅଞ୍ଚଳରେ … Read More