ଭାରତ ବିରୁଦ୍ଧରେ ଚୀନର ଆଉ ଏକ ଚକ୍ରାନ୍ତ , ଜଳକୁ ଅସ୍ତ୍ର କରି ହଇରାଣ କରିବାକୁ ଚେଷ୍ଟା ।
ନୂଆଦିଲ୍ଲୀ :-ଭାରତକୁ ଚାପରେ ରଖିବାକୁ ଚୀନ ଆଉ ଏକ ଅସ୍ତ୍ରର ଉପଯୋଗ କରୁଛି । ତାହା ହେଉଛି ଜଳ ଅସ୍ତ୍ର । ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ଉପରମୁଣ୍ଡରେ ନଦୀ ବନ୍ଧମାନ ନିର୍ମାଣ କରି ଭାରତୀୟ ଜଳ … Read More










