ଲାଲ୍ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା
ନୂଆଦିଲ୍ଲୀ – ଲାଲ କିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦୀଙ୍କର ବଡ ଘୋଷଣା । ଚୀନ୍ର ସାଇବର ଆଟାକକୁ ପ୍ରତିହତ କରିବା ପାଇଁ ଲାଲ କିଲ୍ଲାରୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨ ମାସରେ ଚୀନ୍ର ୧୦୦ଟି ଆପ୍କୁ ନିଷେଧ ଘୋଷଣା କରାଯାଇଛି … Read More










