ମାତ୍ର ୩୦ ଟଙ୍କା ପାଇଁ ମରିଗଲା ମଣିଷପଣିଆ,ଲାଞ୍ଚ ନଦେବାରୁ ରୋଗୀକୁ ଛୁଇଁବାକୁ ମନା କରିଦେଲା ମେଡିକାଲ , ଅଜାକୁ ଷ୍ଟ୍ରେଚର ଉପରେ ଶୁଆଇ ଟାଣି ଟାଣି ନେଲା ନାତି

ଉତ୍ତରପ୍ରଦେଶ:-ଷ୍ଟ୍ରେଚର ଉପରେ ଅଜା  ଆଗେ ଆଗେ ମାଆ ଟାଣି ନେଉଛି, ପଛେ ପଛେ କୁନିପୁଅ ଷ୍ଟ୍ରେଚରକୁ ଠେଲି ଦେଉଛି । ପଇସା ପାଇଁ ସିନା ଅଜାଙ୍କୁ ଛୁଇଁଲାନି ଡାକ୍ତରଖାନା, ହେଲେ ସହି ପାରିଲାନି ଗେହ୍ଲା ନାତି । ଶରୀରରେ ଶକ୍ତି ନଥାଉ … Read More

ବିବାହ ପ୍ରତିଶ୍ରୃତି ଦେଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ:-ସାନ୍ତାକ୍ରୃଜ୍ ଅଞ୍ଚଳରେ ଅଭିନେତ୍ରୀଙ୍କୁ ବିବାହ ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କଣ୍ଟ୍ରାକ୍ଟର ବିରୋଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ୍ ସୁଦୀପ କୁମାର ଶାହ ନାମକ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ନିକଟରେ ଅଭିଯୋଗ କରି … Read More

ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ଗାଈ ବିକି ସ୍ମାର୍ଟ ଫୋନ୍ କିଣିଲେ ବାପା : ସାହାଯ୍ୟ ପାଇଁ ସେହି ବ୍ୟକ୍ତିଙ୍କ ଠିକଣା ଖୋଜୁଛନ୍ତି ସୋନୁ

ମୁମ୍ବାଇ :- କରୋନା ମହାମାରୀ ସମୟରେ ଅଭିନେତା ସୋନୁ ସୁଦ୍ ଗରିବ ଅଭାବୀଙ୍କ ପାଇଁ ଭଗବାନ ଭଳି ପ୍ରକଟ ହୋଇଛନ୍ତି | ଗରିବ ଅଭାବୀଙ୍କୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଛନ୍ତି | ଫିଲ୍ମରେ ଭିଲେନ୍ ଚରିତ୍ରରେ ଅଭିନୟ କରୁଥିବା ସୋନୁ … Read More

ବୈଜ୍ଞାନିକ କଲେ ସତର୍କ -ସ୍କୁଲ ଖୋଲିଲେ ସଂକ୍ରମଣ ବଢ଼ିବ

ନୂଆଦିଲ୍ଲୀ:-କରୋନା ଭୂତାଣୁ ମହାମାରୀ ବ୍ୟାପୁଥିବା ବେଳେ କେତେକ ରାଷ୍ଟ୍ରରେ ସ୍କୁଲ ଖୋଲିଲାଣି । ପିଲାମାନେ ମାସ୍କ ପିନ୍ଧି ଏବଂ ସାମାଜିକ ଦାୟିତ୍ୱ ରକ୍ଷା କରି ଶ୍ରେଣୀଗୃହରେ ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି । ଭାରତରେ ଏବେ ସ୍କୁଲ ଖୋଲିବା ନେଇ କେନ୍ଦ୍ର … Read More

ଆମେରିକାରେ ବ୍ୟାନ୍ ହୋଇପାରେ ଟିକ୍‌ଟକ୍

ଓ୍ୱାସିଂଟନ୍: ସର୍ଟ ଭିଡିଓ ସେୟାରିଂ ଆପ୍ ଟିକ୍ ଟକ୍ ଭାରତରେ ବେନ୍ ହୋଇସାରିଛି । ଆମେରିକାରେ ମଧ୍ୟ ଏହି ଆପକୁ ନେଇ କଠୋର ମନୋଭାବ ପୋଷଣ କରିଛି । ଏବଂ ଖୁବ୍‌ଶୀଘ୍ର ଏହା ବେନ୍ କରାଯାଇପାରେ । ତେବେ ଏହି ଆପର … Read More

ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ସ୍ୱାଧୀନତା ଦିବସ ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା କଟକଣା ଏବେ ସାରା ଦେଶରେ ଲାଗି ରହିଛି । କରୋନା ପାଇଁ ଦେଶ ମଧ୍ୟରେ କୌଣସି ପ୍ରକାରର ସାମାଜିକ ଦୂରତାକୁ ଭଙ୍ଗ ଗଲାଭଳି କାର୍ଯ୍ୟକୁ ବାରଣ କରାଯାଇଛି । ଯେଉଁଥି ପାଇଁ ପର୍ବ ପର୍ବାଣି ଠାରୁ ଆରମ୍ଭ କରି ବାହାଘର … Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ:- ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ଭୁବନେଶ୍ବର ଲୋକସଭା କ୍ଷେତ୍ର ଏବଂ ଓଡିଶା ରାଜ୍ୟ ରାଜନୀତିର ବିଭିନ୍ନ … Read More

ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ୍ !

ଥିରୁବନ୍ତପୁରମ:-ଦେଶରେ ପ୍ରତିଦିନ ୪୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଗଲାଣି । ଏହାମଧ୍ୟରେ କେରଳ ସରକାର ପୁଣି ସାରା ରାଜ୍ୟକୁ ଲକଡାଉନ୍ କରିବେ ବୋଲି ସୂଚନା ମିଳିଛି । ତେବେ ଆସନ୍ତା … Read More

ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଲକଡାଉନ କାରଣରୁ ଚାକିରୀ ହରାଇଥିବା ବେକାରଙ୍କୁ ଦେବେ ଚାକିରୀ

ମୁମ୍ବାଇ:-ପ୍ରବାସୀ ଶ୍ରମିକଙ୍କ ଭଗବାନ ହୋଇଥିବା ସୋନୁ ସୁଦ ଲଗାତାର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ସେ ଏହି କରୋନା ସଙ୍କଟରେ ବହୁତ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇଛନ୍ତି। କେବଳ ସେତିକି ନୁହେଁ ସୋନୁ ଏବେ ବି ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। … Read More

ରାଜସ୍ଥାନ ବାଚସ୍ପତିଙ୍କୁ ଝଟକା, ହାଇକୋର୍ଟ ନିଷ୍ପତି ଉପରେ ରୋକ ଲଗାଇବା ପାଇଁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ;-ରାଜସ୍ଥାନ ମାମଲାରେ ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଅର୍ଥାତ୍ ରାଜସ୍ଥାନ ହାଇକୋର୍ଟ ପୂର୍ବରୁ ନିର୍ଦ୍ଧାରିତ କରିଥିବା ଶୁକ୍ରବାର ଦିନ ହିଁ ନିଜ ରାୟ ପ୍ରଦାନ କରିପାରିବେ । ଗୁରୁବାର ଦିନ ଶୁଣାଣି ବେଳେ … Read More