ଦକ୍ଷିଣ ଚୀନ୍ ସାଗରରେ ଭାରତୀୟ ଯୁଦ୍ଧଜାହାଜ ମୁତୟନ
ନୂଆଦିଲ୍ଲୀ:-ପୂର୍ବ ଲଦାଖରେ ଗତ ଜୁନ ୧୫ ତାରିଖରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାର ଦୁଇମାସ ପରେ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳକୁ ଭାରତ ଏକ ଯୁଦ୍ଧଜାହାଜ ପଠାଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି … Read More










