ଚୀନର ଅନଲାଇନ ଗୁଇନ୍ଦାଗିରି : ଟାର୍ଗେଟରେ ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ସମେତ ୧୦ ହଜାର ଭାରତୀୟଙ୍କ ନାଁ
ନୂଆଦିଲ୍ଲୀ:-ସୀମାରେ ପରିସ୍ଥିତିକୁ ଗୋଲମାଳିଆ କରିବା ପାଇଁ ଚୀନ୍ ଅନେକ କୁଚକ୍ରାନ୍ତ କରିଚାଲିଛି । କିନ୍ତୁ ଏହି ସବୁ ଭିତରେ ଚୀନ୍ର ଆଉ ଏକ କଳାକାରନାମା ଧରାପଡିଛି । ଚୀନ୍ ନିଜ ଦେଶର କିଛି ବୈଷୟିକ କମ୍ପାନୀମାନଙ୍କ ମାଧ୍ୟମରେ ଭାରତରେ ଗୁଇନ୍ଦା ଗିରି … Read More










