ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ବୁଲାଇଲେ

କେନ୍ଦ୍ରାପଡ଼ା;-କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ରୋଡ ରୋମିଓଙ୍କୁ ହେବାକୁ ପଡ଼ିଛି ହଟହଟା। ବାଟରେ ଯାଉଥିବା ବେଳେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ରୋଡ ରୋମିଓକୁ କଲେଜ ପରିସରରେ ଆଣ୍ଠେଇ ଆଣ୍ଠେଇ ଚଲାଇ ବୁଲାଇଲେ ଛାତ୍ରମାନେ (ଅଣଛାତ୍ର)। ଏଭଳି ଏକ ରୋଚକ … Read More

‘ଫଟା ଜିନ୍ସ’ ମନ୍ତବ୍ୟ ଲାଗି କ୍ଷମାଯାଚନା କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ:-ଫଟା ଜିନ୍ସ ମନ୍ତବ୍ୟ ଲାଗି ଶେଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ କ୍ଷମାଯାଚନା କରିଛନ୍ତି।  ତାଙ୍କ କଥା ଯଦି କାହାକୁ ଖରାପ ଲାଗିଛି ଏଥିପାଇଁ ମୁ କ୍ଷମାପ୍ରାର୍ଥନା କରୁଛି ବୋଲି ରାବତ ଶୁକ୍ରବାର କହିଛନ୍ତି। ଗଣମାଧ୍ୟମ ସହ ଅନୌପଚାରିକ ଆଲୋଚନାରେ … Read More

ତହସିଲଦାରଙ୍କୁ ଜରିମାନା କଲେ ଖାଉଟି ଅଦାଲତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ତହସିଲଦାରଙ୍କୁ ଜରିମାନା । କାର୍ଯ୍ୟରେ ଅବହେଳା କାରଣରୁ ୫ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କଲେ ନବରଙ୍ଗପୁର ଜିଲ୍ଲା ଖାଉଟି ଅଦାଲତ । ନନ୍ଦାହାଣ୍ଡି ତହସିଲ ଅଣ୍ଟାସର ଗାଁର ଶତ୍ରୁଘ୍ନ ଗରଡ଼ାଙ୍କ ଦ୍ଵାରା ଦାଖଲ ହୋଇଥିବା … Read More

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ,GA ବିଭାଗ ପକ୍ଷରୁ ଗାଇଡଲାଇନ୍

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦେଖି ସଜାଗ ହୋଇଛନ୍ତି ଓଡ଼ିଶା ସରକାର । ରାଜ୍ୟର ସମସ୍ତ ସରକାରୀ ଅଫିସରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ GA ବିଭାଗ ପକ୍ଷରୁ … Read More

ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, ଫୁଲ୍ ଟାଇମ ଚୋର

ଭୁବନେଶ୍ୱର: ପାର୍ଟ ଟାଇମ ହୋମିଓପ୍ୟାଥି ଡାକ୍ତର, କିନ୍ତୁ ଫୁଲ ଟାଇମ ଚୋର । ୫୭ ବର୍ଷ ବୟସରେ ଘରେ ପଶି କଳାକନା ବୁଲାଉଥିଲେ ଏହି ଲୁଟେରା । ନାମ ସୂର୍ଯ୍ୟକାନ୍ତ ପଲେଇ ଓରଫ ପାକୁଆ । ନିମାପଡ଼ା ସ୍ଥିତ ବଳଙ୍ଗାରେ ହୋମିଓପ୍ୟାଥି କ୍ଲିନିକ … Read More

ଫେରିଯିବ ‘ସୁନ୍ଦରୀ’,

ଭୁବନେଶ୍ୱର:-୩ରୁ ୪ ଦିନ ଭିତରେ ମଧ୍ୟପ୍ରଦେଶର କାହ୍ନାକୁ ଫେରିଯିବ ବାଘୁଣୀ ସୁନ୍ଦରୀ। ସେଥିପାଇଁ କାହ୍ନାରୁ ସ୍ୱତନ୍ତ୍ର ଟିମ୍‌ ଆସୁଛି। ଟିମ୍‌ର ସଦସ୍ୟମାନେ ଆସନ୍ତାକାଲି ସାତକୋଶିଆ ଆସୁଛନ୍ତି। ଏଥିରେ ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫ରୁ ୬ ଜଣ କର୍ମଚାରୀ … Read More

ହୋଲି ଉପରେ କଟକଣା ଲଗାଇଲେ ସରକାର

ଭୁବନେଶ୍ୱର:- ରାଜ୍ୟରେ କରୋନାର ନୂଆ ଭାଇରସ ସାର୍ସ-ସିଓଭି୨ ଚିହ୍ନଟ ହେବାପରେ ରାଜ୍ୟ ସରକାର କୋଭିଡ-୧୯ ନିରାପତ୍ତା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଚଳିତମାସ ଶେଷ ସପ୍ତାହରେ ହେବାକୁ ଥିବା ଦୋଳଯାତ୍ରା ଓ ହୋଲି ପର୍ବ ପାଳନ … Read More

ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ: ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ହେଉଥିବା ନାନା ଚର୍ଚ୍ଚାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ … Read More

ସର୍ବଦଳୀୟ ବୈଠକ ସଫଳ, ସ୍ୱାଧିକାର କମିଟିକୁ ପଠାଗଲା ବିଧାୟକ ସୁବାସଙ୍କ ବିରୋଧରେ ଆସିଥିବା ଅଭିଯୋଗ

ଭୁବନେଶ୍ୱର: ୬ ଦିନ ଧରି ବିଧାନସଭାରେ ଚାଲିଥିବା ଘମାସାନ ଶାନ୍ତ ପଡ଼ିଛି । ସଫଳ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ । ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ପରେ ବାଚସ୍ପତି ଗୃହକୁ … Read More

ଧୋକା ଦେଇଥିଲେ, ଜେଲ୍‌ରେ ବାହାହେଲେ

ଚୌଦ୍ୱାର:-ଭଲ ପାଇ ପରେ ଧୋକା ଦେଇଥିଲେ। କେବେ ବାହା ହେବିନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଦଣ୍ଡ। ଜେଲ୍‌ ଗଲା ପରେ ଅନୁତାପ କଲେ। ଆଉ ତା’ପରେ ଯାହାକୁ ଧୋକା ଦେଇଥିଲେ, ତାଙ୍କୁ ହିଁ ବାହା ହେବାକୁ ରାଜି … Read More