ଏପ୍ରିଲ ପହିଲାରୁ ୪୫ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କୋଭିଡ୍ ଟିକା

ଭୁବନେଶ୍ୱର :- ରାଜ୍ୟ ସରକାର ଏପ୍ରିଲ ୧ରୁ ରାଜ୍ୟବ୍ୟାପୀ ଦୈନିକ ୨ଲକ୍ଷ ଲୋକଙ୍କୁ କୋଭିଡ୍ ଟିକାକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ତେବେ ଏହି ଟିକାକରଣବେଳେ ରାସ୍ତାକଡ଼ର ଦୋକାନୀ, ମାଛ … Read More

ପିପିଲି ପାଇଁ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର:-ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ଆଜି ତା’ର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି।ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଦାଖଲ କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ … Read More

ଏଣିକି ଚାଲାଣ କାଟିପାରିବେ ଗ୍ରାଜୁଏଟ କନେଷ୍ଟବଳ

ଭୁବନେଶ୍ୱର: –ଏଣିକି ଗ୍ରାଜୁଏଟ୍‌ କନେଷ୍ଟବଳ ଚାଲାଣ କାଟିବେ। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ଓ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍‌ କ‌ନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି। ପୂର୍ବରୁ କମିସନରେଟ୍‌ ପୁଲିସ କରିଥିବା ଏହି ସୁପାରିସ ଉପରେ ରାଜ୍ୟ … Read More

ମାର୍ଚ୍ଚ ୩୦ରେ ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ରପ୍ରତାପ

ଭୁବନେଶ୍ୱର: –ଆସନ୍ତା ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ବିଜେଡି ପକ୍ଷରୁ ଏହି ଘୋଷଣା କରାଯାଇଛି । ରୁଦ୍ରଙ୍କ ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଏକ ବୈଠକ ବସିଥିଲା । ଭୁବନେଶ୍ବରରେ … Read More

ଭଡ଼ାଟିଆଙ୍କୁ ଆକ୍ରମଣ ମାମଲା; ହାଇକୋର୍ଟ ଗଲେ ବିଜେପି ନେତ୍ରୀ ଉପାସନା

ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ଭଡ଼ାଟିଆଙ୍କୁ ଆକ୍ରମଣ ମାମଲାରେ ଛଦି ହୋଇଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର । ସେପଟେ ପୋଲିସ ଉପାସନଙ୍କୁ ଖୋଜୁଥିବାବେଳେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉପାସନା ମହାପାତ୍ର । ଉପାସନାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ମଧ୍ୟ … Read More

ରାଜ୍ୟରେ ଖୋଲିବ ୧,୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର;-ରାଜ୍ୟରେ ଖୋଲିବ ନୂଆ ୧୫୬୭ଟି ଅଙ୍ଗନବାଡ଼ି କେନ୍ଦ୍ର। ମହିଳା ଓ ଶିଶୁ ବିକାଶକୁ ପ୍ରାଧାନ୍ୟ ଦେଇ  ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଥିବା  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । ଜନଜାତି ଓ ଅପପୁଷ୍ଟି ଦେଖା … Read More

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ପରିବାରର ୬ ଗିରଫ

ପୁରୀ:-ପୁରୀ ଚନ୍ଦନପୁର ଥାନା ତଳଜଙ୍ଗ ନଈକୂଳ ସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୬ ଗିରଫ ହୋଇଛନ୍ତି। ଯୁବତୀଙ୍କ ପରିବାରର ୬ ଜଣଙ୍କୁ ଗିରଫ କରିଛି ପୁରୀ ପୁଲିସ। ଗିରଫ ୬ ଜଣ ହେଲେ ମୃତ ଯୁବତୀଙ୍କ ଭାଇ, ୩ ଜଣ … Read More

ଭୁବନେଶ୍ୱର, କଟକରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀର ତାଣ୍ଡବ । ଅପରାହ୍ନରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଏନ ପବନ ହୋଇଥିବା ସୂଚନା । ସେପଟେ କାଳବୈଶାଖୀ ସହ ବଜ୍ରପାତ ମଧ୍ୟ ହୋଇଛି । ପାଣିପାଗ ବିଭାଗର ଆକଳନ … Read More

୬ ମାସରେ ୟୁନିଟ୍ ପିଛା ୫୦ ପଇସା ବଢ଼ିଲାଣି ବିଜୁଳି ବିଲ୍

ଭୁବନେଶ୍ୱର:-ଆସନ୍ତା ଏପ୍ରିଲ ୪ତାରିଖରୁ ବିଜୁଳି ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇବ। ବିଗତ ୬ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଜୁଳି ଦର ବୃଦ୍ଧି ପାଇ ୟୁନିଟ୍ ପିଛା ମୋଟ ୫୦ପଇସା ମହଙ୍ଗା ହେବାକୁ ବସିଲାଣି। କରୋନା ଯୋଗୁ … Read More

ରାଜଧାନୀରେ ସାପ ବିଷ ସ୍ମଗଲିଂ,୬ ଗିରଫ

ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର। ଆଉ ଏହି ରାକେଟର ପର୍ଦ୍ଦାଫାଶ୍ କରିଛି ବନ ବିଭାଗ। ଆଜି ବନ ବିଭାଗ ସାପ ବିଷ ବେପାର ଘଟଣାରେ ୬ଜଣଙ୍କୁ ଗିରଫ କରିଛି। ତେବେ ଏହି ୬ ଜଣଙ୍କ … Read More