ରାଜ୍ୟ ପୋଲିସର ନିଦ ହଜାଇଦେଇଛି ହାଇଦର,ଡିସିପି ଅଫିସରେ ସିପିଙ୍କ ମିଟିଂ
ଭୁବନେଶ୍ବର: -ରାଜ୍ୟ ପୋଲିସର ନିଦ ହଜାଇଦେଇଛି ହାଇଦର । କଟକ ଡିସିପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ପୋଲିସ କମିଶନର । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପରେ ଧରିବା ପାଇଁ ଚଢ଼ାଉ ଜୋରଦାର କରିଛି ରାଜ୍ୟ ପୋଲିସ। … Read More










