ପିପିଲିରେ ନବୀନଙ୍କ ଭର୍ଚୁଆଲ ପ୍ରଚାର,ପିପିଲି ଚାନ୍ଦୁଆକୁ ନେଇ ଗର୍ବିତ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପିପିଲିରେ ଶଙ୍ଖ ଫୁଙ୍କିଲେ ବିଜେଡ଼ି ସୁପ୍ରିମୋ । ଭର୍ଚୁଆଲ ଯୋଗେ କ୍ୟାମ୍ପନିଂକୁ ଓହ୍ଲାଇଛନ୍ତି ଷ୍ଟାର କ୍ୟାମ୍ପନର ନବୀନ ପଟ୍ଟନାୟକ । ପିପିଲି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥିଙ୍କ ପାଇଁ ଉପସ୍ଥିତ ଭୋଟରଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ନବୀନ । … Read More










