୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ବଢ଼ଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନୂଆ ନିର୍ଦ୍ଦେଶନାମା ଆସନ୍ତା ୧୯ ତାରିଖରୁ ଅନ୍ୟାଦେଶ ଯାଏ କାର୍ଯ୍ୟ କରିବ । ସାଧାରଣ ପ୍ରଶାସନ … Read More

ଟ୍ୱିନ୍ ସିଟିରେ ଶନିବାର ଠାରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଚେକ୍ ଦେବା ପାଇଁ ଶନିବାର ଠାରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ ସମେତ ରାଜ୍ୟ ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାତି ୯ଟାରୁ … Read More

କୋଭିଡ୍ ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର:-ରାଜ୍ୟ ସରକାର ପୁଣିଥରେ ରାଜ୍ୟରେ କୋଭିଡ୍‌-୧୯ ଟିକା ସଙ୍କଟ କଥା ଦୋହରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ତୃତୀୟ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ରାଜ୍ୟକୁ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଦାସ … Read More

ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦର’ ଗିରଫ

ଭୁବନେଶ୍ୱର:– ଦେହ ଖରାପର ବାହାନା ଦେଖାଇ କଟକ ଏସସିବି ଆସିଥିଲା ହାଇଦର । ଏସସିବିରୁ ଫେରାର୍ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ଡେରା ପକାଇଥିଲା କମିଶନରେଟ୍ ପୋଲିସ । ଆଜି ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରାଯାଇଛି । … Read More

ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହାର୍ଟର ରୋଟିନ ଚେକ୍ ଅପ୍ ପାଇଁ ନିରଞ୍ଜନ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଡମିଟ୍ ହୋଇଥିବା ଜଣାପଡ଼ିଛି ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିଛି ଦିନ ତଳେ ହୋମ୍ … Read More

ଗଞ୍ଜାମରେ ୨୧ ଯାଏଁ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ

ବ୍ରହ୍ମପୁର: ନୂଆ କରୋନା କଟକଣା ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ବଢ଼ୁଥିବା ସଂକ୍ରମିତ ସଂଖ୍ୟାକୁ ଆଖି ଆଗରେ ନୂଆ ଗାଇଡଲାଇନ ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା କାଲି ଠାରୁ ୨୧ … Read More

କୋଇଲା ଓ୍ୱାଗନ୍‌ରେ ପୋତି ହୋଇ ଯାଇଥିଲେ ଯୁବକ: ଦେବଦୂତ ସାଜି ପହଞ୍ଚିଲେ ଶ୍ରମିକ

ଅନୁଗୁଳ: କୋଇଲା ଖଣିରେ ଅଘଟଣ । ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଯୁବକ । କୋଇଲା ବଗିରୁ ଉଦ୍ଧାର ହେଲେ ଯୁବକ । କୋଇଲା ଡବାରୁ ଭିତରେ ପୋତି ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ । ଘଟଣାନୁଯାୟୀ, ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତ … Read More

ଭୁବନେଶ୍ୱରରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ,

ଭୁବନେଶ୍ୱର:-ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୬ ଲୋକାଲ କେସ। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦୧ କରୋନା ଆକ୍ରାନ୍ତ … Read More

ଘର ଅଗଣାରୁ ୧୪ ଫୁଟର ଅହିରାଜ ଉଦ୍ଧାର

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ସାନବରସିଂ ଗାଁରୁ ଅହିରାଜ ଉଦ୍ଧାର । ଗାଁର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରେ ସକାଳ ପ୍ରାୟ ୫ଟା ବେଳେ ଅହିରାଜ ସାପକୁ ଦେଖିବାକୁ ମିଳିଥିଲା । ସାପଟି ଅଗଣାରେ ପଡ଼ିଥିବା କିଛି ପଥର ଭିତରେ ପଶିଯାଇଥିଲା । … Read More

ନକଲି ନୋଟ୍‌ କାରବାର କରୁଥିଲେ ରେଳ କର୍ମଚାରୀ!

ଝାରସୁଗୁଡ଼ା:-ରେଳ କର୍ମଚାରୀ ରମନ କୁମାର ରଜକ ନକଲି ନୋଟ୍‌ କାରବାର କରୁଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କଠାରୁ ନକଲି ନୋଟ୍‌ ଜବତ କରିବା ସହିତ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ଏହାର ଲିଙ୍କ ଛତିଶଗଡ଼ ରାଜ୍ୟର ବିଶାଳପୁରକୁ ରହିଥିବା ପୁଲିସ ଜାଣିବାକୁ … Read More