କରୋନା ଭୟରେ ଛୁଇଁଲାନି ପୁଅ, ତହସିଲଦାର ଦେଲେ ମୁଖାଗ୍ନୀ

ଚାନ୍ଦବାଲି:-କରୋନା ଭୟରେ ପୁଅ ଛୁଇଁଲାନି ବାପାର ମୃତଦେହ। ତେଣୁ ଅନ୍ତିମ ସତ୍କାର ପାଇଁ ଆଗେଇ ଆସିଲେ ତହସିଲଦାର ଓ ବିଡିଓ। ଭଦ୍ରକ ଜିଲ୍ଲାରେ ଘଟିଛି ଏହି ଘଟଣା, ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାର ନଳଗୋହିରା ଗାଁର ଜଣେ ୫୦ … Read More

ବାତ୍ୟା ‘ୟାସ୍‌’, ୪ଟି ଜିଲ୍ଲା ଅଧିକ ପ୍ରଭାବିତ ହେବେ

ଭୁବନେଶ୍ୱର:- ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆସନ୍ତା ୬ ଘଣ୍ଟାରେ ଏହା ଡିପ୍ରେସନ ବା ଅବପାତରେ ପରିଣତ ହେଲା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ ଏବଂ ଆହୁରି ଘନୀଭୂତ … Read More

ଚଞ୍ଚକତା କରି ବିବାହ କଲେ ଯୁବତୀ,ସଂଗୀତ ପ୍ରମୋଟ କରିବା ଆଳରେ କରାଇ ନେଲେ ଦସ୍ତଖତ

ଭୁବନେଶ୍ୱର:- ସଂଗୀତ ପ୍ରମୋଟ ଆଳରେ ଜଣେ ଏମ୍‌ବିଏ ଛାତ୍ରଙ୍କୁ ବାଲେଶ୍ୱରର ଜଣେ ଯୁବତୀ ଚଞ୍ଚକତା କରି ବିବାହ କରିଛନ୍ତି । ଭୁବନେଶ୍ୱର ସବ୍‌-ରେଜିଷ୍ଟେସନ ଅଫିସରେ ପହଞ୍ଚିବା ପରେ ଯୁବକ ଜଣଙ୍କ ବିବାହ ସଂମ୍ପର୍କରେ ଜାଣି ଚକିତ ହୋଇଯାଇଥିଲେ । କିନ୍ତୁ ସେତବେଳକୁ … Read More

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ରେ ନେବ ବାତ୍ୟାର ରୂପ

ଭୁବନେଶ୍ୱର:-ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ। ଆଇଏମ୍‌ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଏହି ବାତ୍ୟା କ୍ରମେ ଅତି ଭୀଷଣ … Read More

ବ୍ଲାକ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର :-ଓଡିଶାରେ ବ୍ଲାକ ଫଙ୍ଗସ୍ ମହାମାରୀ ଘୋଷିତ। ଏନେଇ ରାଜ୍ୟ ସରକାର ଗୁରୁବାର ଘୋଷଣା କରିଛନ୍ତି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ, ପ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କରାଯାଇଛି। ମହାମାରୀ କରୋନା ସମୟରେ ଆଉ ଏକ ଚିନ୍ତାର କାରଣ ସାଜିଥିବା … Read More

କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି

ଭୁବନେଶ୍ୱର:-ମହାମାରୀ କରୋନା କାଳରେ ସାଇବର କ୍ରିମିନାଲ୍‌ ମାତିଛନ୍ତି। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି ସାଇବର କ୍ରିମିନାଲ। ସେମାନଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ। ସେ କହିଛନ୍ତି-“ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ … Read More

ଅସହ୍ୟ ହେଲା ସ୍ୱାମୀର ଅତ୍ୟାଚାର, ୯ ମାସର ଛୁଆକୁ ଗାଡ଼ି ଆଗକୁ ଫିଙ୍ଗିଦେଲା ମାଆ

ଭଦ୍ରକ: ସହି ପାରିଲେନି ସ୍ୱାମୀର ଅତ୍ୟାଚାର, ଗାଡ଼ି ଆଗକୁ କଅଁଳ ଛୁଆକୁ ଫିଙ୍ଗିଦେଲା ମାଆ । ଏଭଳି ଏଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ବିଳମ୍ବିତ ରାତିରେ ଚାରିଘରିଆ ନିକଟ ମୁଣ୍ଡାସାହି ରାସ୍ତାରେ ଜଣେ ମହିଳା ସ୍ୱାମୀଙ୍କ ସହ ମନୋମାଳିନ୍ୟକୁ ନେଇ … Read More

୨୪ରେ ବାତ୍ୟାର ରୂପ ନେବ ‘ୟଶ’, ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଏହି ବାତ୍ୟା ଉତ୍ତର ଓଡିଶା ଉପକୂଳ କିମ୍ବା ବାଂଲାଦେଶରେ ସ୍ଥଳଭାଗକୁ … Read More

ସମ୍ଭାବ୍ୟ ବାତ୍ୟା: ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲ

ଭୁବନେଶ୍ୱର:pକରୋନା ମହାମାରୀ ସଂକ୍ରମଣ ମଧ୍ୟରେ ରାଜ୍ୟରେ  ବାତ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଜି ଜିଲ୍ଲାପାଳମାନଙ୍କ ସମେତ ଜଳସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ, … Read More

ଶିଶୁଙ୍କ ଯତ୍ନ ପାଇଁ ସରକାର ଜାରି କଲେ ହେଲପଲାଇନ୍ ନମ୍ବର

ଭୁବନେଶ୍ୱର:-କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରରେ ଅନେକ ପରିବାରରେ ପିତାମାତା କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ଅବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୁ ସେମାନଙ୍କ ପିଲାମାନେ ଅନାଥ ଓ ଅସହାୟ ହୋଇପଡ଼ୁଛନ୍ତି। କୋଭିଡ୍ ସଂକ୍ରମିତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ … Read More