ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା,

ବାରିପଦା:-ବାତ୍ୟା ‘ୟାସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମି.ମି ବର୍ଷା ହୋଇଥିବା ବେଳେ … Read More

ଫୁଲୁଛି ବୈତରଣୀ, ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର:-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ। ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ରହିଛି ଏହାର ଜଳସ୍ତର। ତେଣୁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ … Read More

ରୋଚକ ମୋଡ଼ରେ ସଉତୁଣୀ କଳି,ବଡ଼ ସଉତୁଣୀଙ୍କ ଘରୁ କଳାକନା ବୁଲାଇ ଚମ୍ପଟ ମାରିଲେ,ସ୍ୱାମୀ ଯୁବତୀ ଯୋଗାଇବା ଆଳରେ ଠକୁଥିଲେ

ଭୁବନେଶ୍ୱର:- ରୋଚକ ମୋଡ଼ରେ ପହଞ୍ଚିଛି ଦୁଇ ସଉତୁଣୀଙ୍କ କଳି । ଗତ ୨୧ରେ ସାନ ସଉତୁଣି ସରିତା ପରିଡା ହତ୍ୟା ଅଭିଯୋଗ ଆଣିଥିଲେ ବଡ଼ ସଉତୁଣୀଙ୍କ ନାମରେ । ହେଲେ ଏବେ ଏହି ମାମଲା ଭିନ୍ନମୋଡ଼ ନେଇଛି । ଥାନାରେ ସାନ … Read More

ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର:-କରୋନାରେ ପୁଣି ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ନିଷ୍ଠା ଓ ଦକ୍ଷତାର ସହିତ କାର୍ଯ୍ୟ କରିଥିବା ପ୍ରବୁଦ୍ଧ ଜଗଦ୍ଦେବଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାବସାନ ଘଟିଛି। ମୃତ୍ୟୁ … Read More

ବାତ୍ୟା ରାତିରେ କଟକରେ ଜନ୍ମ ନେଲା ‘ୟାସ୍’

କଟକ: ଅତି ଭୀଷଣ ବାତ୍ୟା ‘ୟାସ୍’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବେଳେ ମେଡିକାଲ୍ ବେଡରେ ଶୁଭିଥିଲା କୁଆଁ କୁଆଁ ସ୍ୱର । କଟକର ଏକ ଘରୋଇ ନର୍ସିଂ ହୋମରେ ବାତ୍ୟା ରାତିରେ ଜନ୍ମ ନେଇଛି ‘ୟାସ୍’ । କଟକ ଶିଖରପୁର ତଳସାହି … Read More

ବାତ୍ୟାରେ ଜଳବନ୍ଦୀ ୧୨୮ ଗାଁକୁ ୭ ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ୍:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ଜଳବନ୍ଦୀ ହୋଇ ରହିଥିବା ୧୨୮ ଗାଁର ସମସ୍ତ ପରିବାରକୁ ୭ ଦିନ ଲାଗି … Read More

ଭୁବନେଶ୍ୱରରୁ ସ୍ୱାଭାବିକ ହେଲା ବିମାନ ସେବା

ଭୁବନେଶ୍ୱର:- ସାମୁଦ୍ରିକ ଝଡ଼ ‘ୟାସ’କୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟାରୁ ସମସ୍ତ ବିମାନ ସେବାକୁ ବାତିଲ କରିଥିବା ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ୭ଟାରୁ ଏହାକୁ ପୁଣିଥରେ ସ୍ୱାଭାବିକ କରିଛନ୍ତି।ଟ୍ୱିଟ୍ ଯୋଗେ ଏହି ସୂଚନା … Read More

ଚାଲିଛି ‘ୟାସ୍’ କ୍ଷୟକ୍ଷତି ଆକଳନ, ଗୁରୁବାର ସକାଳେ ଜଣାପଡ଼ିବ ବିଦ୍ୟୁତ୍ କ୍ଷୟକ୍ଷତି: SRC

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ପରିଚାଳନା ନେଇ ସୂଚନା ଦେଇଛନ୍ତି ଏସଆରସି । ବିଦ୍ୟୁତ୍ ନଥିବା ସ୍ଥାନରେ ଜେନେରେଟର ସେଟ୍ ସହ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ଓ ସହରାଞ୍ଚଳରେ ଜଳ ଯୋଗାଣ ଜାରି ରହିଛି । … Read More

ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳସ୍ତର

ବାରିପଦା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଝାଡ଼ଖଣ୍ଡ ମୁହାଁ ହୋଇଛି । ଉତ୍ତର ଓଡ଼ିଶାରେ ୨ ଦିନ ଧରି ହେଉଥିବା ବର୍ଷା ଥମିଛି । ତାଜା ଖବର ଅନୁସାରେ ରାତି ୯ଟା ସୁଦ୍ଧା ମୟୂରଭଞ୍ଜରେ ବୁଢାବଳଙ୍ଗ ନଦୀର ଜଳସ୍ତର ୨୫ ଦଶମିକ ୦୩ … Read More

ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲ

ଭୁବନେଶ୍ୱର :-ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ଆଇପିଏସ ଅଫିସର ସୁବୋଧ କୁମାର ଜୟସଓ୍ୱାଲ । ମଙ୍ଗଳବାର ତାଙ୍କ ନାମରେ ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ମୋହର ବାଜିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ … Read More