ମିସଡ୍ କଲ୍ ଦେଲେ ପହଂଚିବ ଗ୍ୟାସ

ଭୁବନେଶ୍ୱର: ମିସଡ୍ କଲରେ ଗ୍ୟାସ ରିଫିଲ ବୁକିଂ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ନୂଆବର୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର … Read More

‘କୋଭିଶିଲ୍ଡ’ର ଜରୁରୀକାଳୀନ ବ୍ୟବହାରକୁ ସୁପାରିସ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’କୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଏ ସଂକ୍ରାନ୍ତ ବିଶେଷଜ୍ଞ କମିଟି ସୁପାରିଶ କରିଛି। ଚୂଡାନ୍ତ ନିଷ୍ପତ୍ତି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନେବେ। ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ … Read More

କପିଳାଶକୁ ହାତୀ ଛୁଆ ସ୍ଥାନାନ୍ତରିତ, ୫କୁ ବଢିଲା କୁନି ହାତୀ ସଂଖ୍ୟା

ଗଞ୍ଜାମ: ଗଞ୍ଜାମର ଟିକିଟି ବାହୁଡା ହ୍ରଦରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଢେଙ୍କାନାଳସ୍ଥିତ କପିଳାଶକୁ ସ୍ଥାନାନ୍ତରିତ କରାଯାଉଛି । ଏସମ୍ପର୍କରେ ସୂଚନା ଦେଇ ନନ୍ଦିଘୋଷ ଟିମକୁ ଢେଙ୍କାନାଳ ଡିଏଫଓ କହିଛନ୍ତି ଯେ ହାତୀ ଛୁଆ ପାଇଁ ସ୍ୱତନ୍ତ୍ର ଘର ପ୍ରସ୍ତୁତ ହେଉଛି। … Read More

ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ମାଇକେଲ୍ କିଣ୍ଡୋଙ୍କ ଦେହାନ୍ତ

ରାଉରକେଲା: ଭାରତୀୟ ହକି ଦଳର ପୂର୍ବତନ ଡିଫେଣ୍ଡର ମାଇକେଲ କିଣ୍ଡୋଙ୍କ ପରଲୋକ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ମାଇକେଲ କିଣ୍ଡୋଙ୍କୁ ୭୩ ବର୍ଷ ହୋଇଥିଲା । ଅବିଭାଜିତ ବିହାରର ରାଇଘମାରେ … Read More

ନୂଆବର୍ଷରୁ ନିସ୍ତାର ନାହିଁ, ବାଇକ୍ ପଛରେ ବସିଲେ ବି ପିନ୍ଧନ୍ତୁ ହେଲମେଟ୍

ଭୁବନେଶ୍ୱର: ସରିଲା ଡେଡ୍‌ଲାଇନ, ଆଉ ମିଳିବନି ତ୍ରାହି । କାଲିଠୁ ବାଇକ୍‌ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ପିନ୍ଧିବାକୁ ପଡ଼ିବ ହେଲମେଟ୍‌ । ନୂଆବର୍ଷରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ । ଯେଉଁମାନେ … Read More

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ମୂରଲିଧରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଡକ୍ଟର ଏସ୍. ମୂରଲିଧରଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ମୂରଲିଧର ଚେନ୍ନାଇରେ ୧୯୮୪ ମସିହାରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ ୧୯୮୭ରେ … Read More

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ନୂଆ ସଭାପତି ।

ଭୁବନେଶ୍ୱର:-ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ୨୦୧୮ ନଭେମ୍ବର ମାସରୁ … Read More

ଅବସର ନେଲେ ଅସିତ ତ୍ରିପାଠୀ, WODCର ଅଧ୍ୟକ୍ଷ ଭାବେ ନେବେ ଦାୟିତ୍ବ

ଭୁବନେଶ୍ବର:-ଅବସର ନେଲେ ଓଡ଼ିଶାର ୪୩ ତମ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୯ ଅଗଷ୍ଟ ୨୦୧୯ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅସିତ ତ୍ରିପାଠୀ। ତେବେ ଗୁରୁବାର ଅସିତ … Read More

ଖୋଲିବ ମଞ୍ଚ, ଡାଇଲଗରେ କମ୍ପିବ ଷ୍ଟେଜ୍‌

ଭୁବନେଶ୍ୱର ;- ୯ ମାସର ଯନ୍ତ୍ରଣା ପରେ ଖୋଲିବ ରଙ୍ଗମଞ୍ଚ! ଷ୍ଟେଜ୍‌ରେ ଜଳିବ ରଙ୍ଗୀନ ଲାଇଟ୍‌। ଦମ୍‌ଦାର ଡାଇଲଗ୍‌ରେ କମ୍ପିବ ଷ୍ଟେଜ୍‌। ଆଉ ଝଙ୍କାରି ଉଠିବ ଶୀତୁଆ ରାତି। ପୁଣି ନିଶାର୍ଦ୍ଧ ରାତିରେ ମଞ୍ଚ ପାଖରେ ଜମିବ ଯାତ୍ରା ପ୍ରେମୀ ଆସର। … Read More

ଓଡିଶାରେ କାହାଠାରେ ଚିହ୍ନଟ ହୋଇନାହିଁ କରୋନା ଭାଇରସର ନୂଆ ଷ୍ଟ୍ରେନ୍

  ଭୁବନେଶ୍ୱର:-ରାଜ୍ୟରେ କରୋନା ଭାଇରସର ପ୍ରକୋପ କମିକମି ଆସୁଛି । କିନ୍ତୁ ଏହା ମଧ୍ୟରେ ବ୍ରିଟେନରୁ ଆସିଥିବା ଭାଇରସର ନୂଆ ଷ୍ଟ୍ରେନ୍ ଚିନ୍ତା ବଢାଇ ଦେଇଛି । ଓଡିଶାକୁ ମଧ୍ୟ ବ୍ରିଟେନରୁ ଅନେକ ବ୍ୟକ୍ତି ଆସିଛନ୍ତି । ତେବେ ଏହି ବ୍ୟକ୍ତିଙ୍କଠାରେ … Read More