ହୋମିଓପ୍ୟାଥିକ ଔଷଧରୁ ତିଆରି ହେଉଛି ନକଲି ମଦ

ବ୍ରହ୍ମପୁର: ଦେଶୀ, ବିଦେଶୀ, ମହୁଲି ଆଉ ଆସ୍କା ଫର୍ଟି କଥା ଆପଣ ଶୁଣିଥିବେ ନିଶ୍ଚୟ । ଆଉ ଏଲୋପାଥିକ୍ ଔଷଧ (ସିରପ୍)କୁ ନିଶା ଭାବେ ବ୍ୟବହାର କରିବା ଜାଣିଥିବେ । ଏବେ ହୋମିଓପ୍ୟାଥିକ ଔଷଧରୁ ତିଆରି ହେଉଛି ନକଲି ମଦ । ଏମିତି … Read More

୧୧ ହଜାର ନମୁନା ପରୀକ୍ଷା: ଓଡ଼ିଶାରେ ନାହିଁ ବାର୍ଡଫ୍ଲୁ,

ଭୁବନେଶ୍ୱର:- ଓଡ଼ିଶାରେ ଏପର୍ଯ୍ୟନ୍ତ ବାର୍ଡଫ୍ଲୁ ଚିହ୍ନଟ ହୋଇନି। ବାହାରୁ ଆସୁଥିବା ପକ୍ଷୀଙ୍କ ମଧ୍ୟରୁ ପ୍ରାୟ ୧୧ହଜାର ନମୁନା ସଂଗ୍ରହ କରାଯାଇଥିଲେ ବି କୌଣସିଟିରେ ଏହି ରୋଗର ଲକ୍ଷଣ ମିଳନି । ଆଜି ମଧ୍ୟ ପ୍ରାୟ ୩୦୦ ନମୁନା ପରୀକ୍ଷା ପାଇଁ ସଂଗ୍ରହ … Read More

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଖଣି ମନ୍ତ୍ରୀ

ଭୁବନେଶ୍ୱର:-ନବରତ୍ନ କମ୍ପାନୀ ନାଲକୋର ୪୧ତମ ପ୍ରତିଷ୍ଠା ଦିବସରେ ଯୋଗଦେବାକୁ ଓଡ଼ିଶା ଆସିଥିବା କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଉଭୟ ରାଜ୍ୟର ଖଣି ନିଲାମକୁ ନେଇ … Read More

ଶ୍ରୀରାମ ଭୂମିକାରେ ବିଧାୟକ ସୁରେଶ ରାଉତରାୟ

ଖୋର୍ଦ୍ଧା: ଡାଇଲଗକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ଏବେ କ୍ୟାମେରାରେ କଏଦ୍ । ଆପଣ ଭାବୁଛନ୍ତି କି ସୁର ପୁଣି ଏଣୁ ତେଣୁ କିଛି ଗପିଦେଲେ । ନା ସେମିତି ନୁହଁ । ରାପରେ ଧମାଲ ମଚାଇଥିବା ସୁର … Read More

୧୧ରୁ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍

ଭୁବନେଶ୍ୱର:- ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁଥିବା ବେଳେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ସହ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ … Read More

ରେକର୍ଡ ଭାଙ୍ଗିଲା ତୈଳ ଦର, ହନ୍ତସନ୍ତ ହେଉଛନ୍ତି ଗ୍ରାହକ

ଭୁବନେଶ୍ୱର: ରେକର୍ଡ ଭାଙ୍ଗିଲା ତୈଳ ଦର । ବୁଧବାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୬ ପଇସା ବୁଦ୍ଧି ହେବା ପରେ ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଦର । ପେଟ୍ରୋଲ ଦର ପ୍ରଥମ ଥର ପାଇଁ ରାଜଧାନୀରେ ୮୫ ଟଙ୍କା … Read More

ବାର୍ଡ ଫ୍ଲୁ ଭୟ, ଜାରି ହେଲା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର

ଭୁବନେଶ୍ୱର: ଓଡ଼ିଶାରେ ଏବେ ସୁଦ୍ଧା ବାର୍ଡ ଫ୍ଲୁ ମାମଲା ଚିହ୍ନଟ ହୋଇନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ । ତେବେ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ … Read More

ଭୁବନେଶ୍ୱରରେ ଖୋଲିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରେ ମଧ୍ୟ ବିଦ୍ୟାଳୟ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟଵସ୍ଥାକୁ ଗୁରୁତ୍ୱ ଦେଇ … Read More

ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ପୁରୀ: ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ସିଦ୍ଧମହାବୀର ଏନସିସି ବାଟାଲିଆନ ଅଂଚଳରୁ ପାଖାପାଖି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକଥିବା ଅଭିଯୁକ୍ତ ମାନେ … Read More

ଏସଟିଏଫ ପଞ୍ଝାରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ, କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର :-ଏସଟିଏଫ ପଞ୍ଝାରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ବାଇପାସରୁ ବ୍ରାଉନସୁଗାର ବେପାରୀ ସେଖ୍ ଅନୱର ଓରଫ ପିଣ୍ଟୁକୁ ଗିରଫ କରାଯାଇଛି । ପିଣ୍ଟୁକୁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ପିଣ୍ଟୁ ନିକଟରୁ ୧ କେଜି ୩୧୦ … Read More