ଆଜିଠୁ ରାଜ୍ୟରେ ଖୋଲିବ ସିନେମା ହଲ୍

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଖୋଲିବ ସିନେମା ହଲ୍‌ । କୋଭିଡ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସିନେମା ହଲ ଖୋଲିବ । ୫୦ ପ୍ରତିଶତ ଦର୍ଶକ ହଲରେ ସିନେମା ଦେଖିପାରିବେ । ଏଥିପାଇଁ ରାଜ୍ୟର ସମସ୍ତ ସିନେମା ହଲରେ ପ୍ରସ୍ତୁତି କରାଯାଇଛି … Read More

୨୩ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:-ରାଜ୍ୟରେ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୪ଟି ହେଉଛି ଲୋକାଲ୍ କେସ୍‌। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୩ଟି ଜିଲ୍ଲା … Read More

ଟ୍ରକ୍ ଚାପାରେ ଛାତ୍ରୀଙ୍କ ମୃତ୍ୟୁ: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଯାଜପୁର ଟାଉନ: ଯାଜପୁର ସଦର ଥାନା କେତକିଆ ଛକ ନିକଟରେ ସଡକ ଦୁର୍ଘଟଣା ।ଟ୍ରକ୍ ଚାପରେ ଛାତ୍ରୀଙ୍କ ମୃତ୍ୟ । ମୃତ ଛାତ୍ରୀ ଜଣଙ୍କ ବର୍ଷା ରାଣୀ ଜେନା । ସକାଳେ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ଘଟିଛି ଅଘଟଣ ।ଘଟଣାମୁତାବକ … Read More

ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ

ମାଲକାନଗିରି:- ମାଓ ସଂଗଠନକୁ ବଡ଼ ଝଟକା । ଆତ୍ମସମର୍ପଣ କଲେ ୧୪ ହାଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଦନ୍ତେୱାଡାରେ ଆତ୍ମସମର୍ପଣ କଲେ ୧୪ ହର୍ଡକୋର ମାଓବାଦୀ । ତାଙ୍କ ମଧ୍ୟରୁ ଦୁଇ ଜଣ ବାମନ ମିଡିଆମି ଏବଂ ରାଜୁ ମିଡ଼ିଆମିଙ୍କ … Read More

୬ ବ୍ରାଉନସୁଗାର ବେପାରୀଙ୍କୁ ଧରିଲେ ଲୋକେ: ୪୫ ଗ୍ରାମ ଜବତ

ଜଳେଶ୍ୱର: ୬ ବ୍ରାଉନ ସୁଗାର ବେପାରୀଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ । ବାଲେଶ୍ଵର ଜିଲ୍ଲା ଭୋଗରାଇର ତାଳସାରି ସାମୁଦ୍ରିକ ଥାନା ଉଦୟପୁର ଭୂମି ନିକଟରେ ବ୍ରାଉନ ସୁଗାର କାରବାର ସମୟରେ ସ୍ଥାନୀୟ ଲୋକମାନେ ୬ ଜଣଙ୍କୁ ଧରି ସ୍ଥାନୀୟ ତାଳସାରି … Read More

ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ: ୧୦ ଦୋକାନ ଘର ପୋଡ଼ି ପାଉଁଶ,

ଭଦ୍ରକ/ ଗଜପତି: ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ  । ନିଆଁର ଆଁରେ ୧୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଜୋଳି ପୋଡ଼ି ପାଉଁଶ ହୋଇଯାଇଛି  । ବଜାରରେ ଥିବା ହୋଟେଲ, ଷ୍ଟେସନାରୀ, ଜୋତା ଦୋକାନ ସହ କିଛି ପରିବା ଦୋକାନ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳିପୋଡ଼ି … Read More

ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ: ଭାଇର ଜୀବନ ନେଲା ଭାଇ

ଜୟପୁର: ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ଜମି ପାଇଁ ଜୀବନ ନେଲା ଭାଇ । ବିଚ୍‌ ରାସ୍ତାରେ ଭାଇକୁ ହତ୍ୟା କଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଶଶାହାଣ୍ଡି ଗାଁରେ । … Read More

‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବ`ମୋ ଖତ’ । ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାମଗର ନିଗମ ଅଞ୍ଚଳର ପରିମଳରୁ … Read More

ନୟାଗଡ଼ ନାବାଳିକା ହତ୍ୟା ମାମଲା; ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଅଭିଯୁକ୍ତ ହାଜର

ଭୁବନେଶ୍ୱର:- ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍‌ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତକୁ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କଲା SIT।  ଅଭିଯୁକ୍ତର ନାର୍କୋ ଟେଷ୍ଟ ନିମନ୍ତେ SIT ଆବେଦନ କରିଥିବା ବେଳେ ଆଜି ତାହାର ଶୁଣାଣି ହେବ … Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର

ଭୁବନେଶ୍ୱର:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଏନେଇ ଏକ ଅଜଣା ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ । ଯେଉଁଥିପାଇଁ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି … Read More