ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଦଙ୍ଗା ବଢ଼ିଛି
ଭୁବନେଶ୍ୱର:-୨୦୨୦ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ରାଜ୍ୟ ସରକାର ଆଜି ଶ୍ୱେତପତ୍ରରେ ଦାବି କରିଥିଲେ ମଧ୍ୟ ବାସ୍ତବରେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା ଓ ଦଙ୍ଗା ଭଳି ଧର୍ତ୍ତବ୍ୟ ଅପରାଧ ବଢ଼ିଛି। ୨୦୨୦ ମସିହାରେ ପ୍ରତିଦିନ ହାରାହାରି … Read More










