ଘର ଅଗଣାରୁ ୧୪ ଫୁଟର ଅହିରାଜ ଉଦ୍ଧାର

ଆଠଗଡ଼: କଟକ ଜିଲ୍ଲା ବଡ଼ମ୍ବା ସାନବରସିଂ ଗାଁରୁ ଅହିରାଜ ଉଦ୍ଧାର । ଗାଁର ପ୍ରଭାକର ପ୍ରଧାନଙ୍କ ଘର ଅଗଣାରେ ସକାଳ ପ୍ରାୟ ୫ଟା ବେଳେ ଅହିରାଜ ସାପକୁ ଦେଖିବାକୁ ମିଳିଥିଲା । ସାପଟି ଅଗଣାରେ ପଡ଼ିଥିବା କିଛି ପଥର ଭିତରେ ପଶିଯାଇଥିଲା । … Read More

ନକଲି ନୋଟ୍‌ କାରବାର କରୁଥିଲେ ରେଳ କର୍ମଚାରୀ!

ଝାରସୁଗୁଡ଼ା:-ରେଳ କର୍ମଚାରୀ ରମନ କୁମାର ରଜକ ନକଲି ନୋଟ୍‌ କାରବାର କରୁଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କଠାରୁ ନକଲି ନୋଟ୍‌ ଜବତ କରିବା ସହିତ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ଏହାର ଲିଙ୍କ ଛତିଶଗଡ଼ ରାଜ୍ୟର ବିଶାଳପୁରକୁ ରହିଥିବା ପୁଲିସ ଜାଣିବାକୁ … Read More

କବାଡ଼ିଆ ଦୋକାନରେ ଭୀଷଣ ନିଆଁ,

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନୂଆ ପୁରୀ ବାଇପାସର ପାଣ୍ଡରାରେ ଥିବା ଏକ କବାଡ଼ିଆ ଦୋକାନରେ ଭୀଷଣ ନିଆଁ ଲାଗିଛି । ପାଣ୍ଡରା ଧୂଳିଆ ପୀଠରେ ଭୟଙ୍କର ଅଗ୍ନିକାଣ୍ଡରେ ଅବ୍ୟବହୃତ ପ୍ଲାଷ୍ଟିକ ଜଳି ଯାଇଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ … Read More

ଦିନବେଳା ରଙ୍ଗ ମିସ୍ତ୍ରୀ, ରାତିରେ ଚୋରି

ଭୁବନେଶ୍ୱର: ଧରା ପଡ଼ିଲା ଧୂରନ୍ଧର । ୨୦୧୬ରୁ କମିଶନରେଟ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିବା ନୟାଗଡ଼ର ଦିଲ୍ଲୀପ ନାୟକଙ୍କୁ କାବୁ କରିଛି ପୋଲିସ । ରଙ୍ଗମିସ୍ତ୍ରୀ ଆଳରେ ଦିଲୀପ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଲୁଟ୍‌ କରିବା ସହ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ … Read More

ଅଫିସ୍‌ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା:- ଖଣି ଅଫିସ୍‌ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଏପରି ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲା … Read More

ଓଡ଼ିଶାରେ ସ୍ଥାପନ ହେବ ‘ଜଳ ଏକାଡେମୀ’

ଭୁବନେଶ୍ୱର:-ରାଜ୍ୟରେ ଖୁବଶୀଘ୍ର ଜଳ ଏକାଡେମୀ ସ୍ଥାପନ ହେବ। ଏହି ଏକାଡେମୀରେ ଜଳ ଓ ବର୍ଜ୍ୟ ଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧି ସମେତ ଏକ ଅଗ୍ରଣୀ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଭାବେ କାର୍ଯ୍ୟ … Read More

ବିମାନ ବନ୍ଦର ଓ ରେଳୱେ ଷ୍ଟେସନରେ ଆଜିଠୁ କଡାକଡି ଚେକିଂ

ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ୱର ବିମାନ ବନ୍ଦର ଓ ରେଳୱେ ଷ୍ଟେସନ ରେ କଡାକଡି ହୋଇଛି ଚେକିଂ ବ୍ୟବସ୍ଥା । ଯେଉଁ ମାନେ ରାଜ୍ୟ ବାହାରୁ ଆସୁଛନ୍ତି ସମାନଙ୍କୁ କୋଭିଡ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି । ଯଦି କୌଣସି ଯାତ୍ରୀ … Read More

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୯ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର । SC/ST ଛାତ୍ରଛାତ୍ରୀଙ୍କ ପାଇଁ ଜାରି ରହିବ ଅନ୍ୱେଷା ଯୋଜନା । ୫ବର୍ଷରେ ସାମିଲ ହେବେ ୨୫ ହଜାର ଛାତ୍ରଛାତ୍ରୀ । ୫୬୯କୋଟି ୯୦ଲକ୍ଷ ଟଙ୍କାର ବ୍ୟୟ ଆକଳନ । ଓଡ଼ିଶା ସବଅର୍ଡିନେଟ୍ … Read More

ଟିକା ଉତ୍ସବରେ ମିଳୁନି ଟିକା : ଆଜି ପୁଣି ୭ଶହ ଟିକାକରଣ କେନ୍ଦ୍ର ବନ୍ଦ,

ଭୁବନେଶ୍ୱର: -ଟିକା ଉତ୍ସବ ଚାଲିଥିବା ବେଳେ ରାଜ୍ୟରେ ବନ୍ଦ ରହିଛି  ଟିକା କେନ୍ଦ୍ର । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ରାଜ୍ୟରେ ୭ଶହ ଟିକା କେନ୍ଦ୍ର ବନ୍ଦ ରହିଛି । ୭୭୫ଟି … Read More

ଓୟୋ ହୋଟେଲରେ ବିଏମସି ଆରମ୍ଭ କଲା ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା

ଭୁବନେଶ୍ୱର:-ଓୟୋ ରୁମ ହେଲା ସଙ୍ଗରୋଧ କେନ୍ଦ୍ର । ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ । ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି … Read More