ରାତି ସାଢ଼େ ୮ଟାରୁ ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ:- କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ଆସନ୍ତା ସୋମବାରଠୁ ଶ୍ରୀମନ୍ଦିରରେ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ସେହିପରି ରବିବାର ସାନିଟାଇଜେସନ ପାଇଁ ସାଧାରଣ ବନ୍ଦ ହେବାକୁ ଥିବାରୁ ଆଜି ଶ୍ରୀମନ୍ଦିରରେ ଲାଗିଥିଲା ପ୍ରବଳ ଗହଳି ଚହଳି । ଦିନ ସାରା ୭ ଲକ୍ଷ … Read More

ଭୁବନେଶ୍ୱରର ଆଉ ୧୧ ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ୍,

ଭୁବନେଶ୍ୱର:-ରାଜଧାନୀର ୧୧ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତର ଜୋନ୍‌ର ନିଳାଦ୍ରିବିହାର ବୁଦ୍ଧ ପାର୍କ ପ୍ଲଟ ନଂ … Read More

ଜଳେଶ୍ୱରରୁ ୫ କୋଟିର ଧଳାଜହର ଜବତ, ୬ ଗିରଫ

ଜଳେଶ୍ବର :- ଥମୁନି ବ୍ରାଉନ୍‌ସୁଗାର କାରବାର । ଜଳେଶ୍ୱରରୁ ୫ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି ।ଏହାସହିତ ଘଟଣାରେ ୬ଜଣଙ୍କ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଜଳେଶ୍ୱର ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ବଢୁଥିବା ନେଇ ପୋଲିସ ନିକଟରେ … Read More

ଆମ୍ବ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ,

ସୋର:- ଆମ୍ବ ଗଛରେ ଝୁଲୁଛି ମୃଚଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ମୃତ ଯୁବକ ହେଲେ ସୋର ଥାନା ହଟାସାହିର ୩୫ ବର୍ଷୀୟ ଶରତ ନାଥ । … Read More

୨୪ ଘଣ୍ଟାରେ ୩୬୭୯ କୋଭିଡ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମଣ ମାମଲା ତିନି ହଜାର ପାର  । ରାଜ୍ୟରେ ୩୬୭୯ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୪୮, ଲୋକାଲ କେସ୍ ୧୫୩୧ । … Read More

ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର:- ଆସିଲା ଜିଲ୍ଲା ପରିଷଦ ସଭାପତିଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା । କେବଳ ମହିଳାଙ୍କ ପାଇଁ ୮ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ୧୦ଟି ଜିଲ୍ଲାରେ ଅଣସଂରକ୍ଷିତ ରହିଛି … Read More

ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୨୭ ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି … Read More

ଫେବ୍ରୁଆରୀ ୧୫ରେ ବାରବାଟୀ T20 ମ୍ୟାଚ୍

କଟକ:- ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଟେ୍ଵଣ୍ଟି ୨୦ ମ୍ୟାଚ୍‌ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଆଜି ଏନେଇ ବାରବାଟୀ ଷ୍ଟାଡିୟମରେ … Read More

ଜଗା ଦର୍ଶନ ଉପରେ ଲାଗିଲା କଟକଣା

ପୁରୀ:-ଜଗା ଦର୍ଶନ ଉପରେ ଲାଗିଲା କଟକଣା। ଆସନ୍ତା ୧୦ ତାରିଖ ଅର୍ଥାତ ସୋମବାର ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ଯନ୍ତ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି ।  କୋଭିଡର ସଂକ୍ରମଣ ପୁରୀ ସହରରେ ବ୍ଯାପକ ମାତ୍ରାରେ … Read More

ଟାଟାର ଡିଲରସିପ୍ ପାଇବା ଆଶାରେ ଅବସରପ୍ରାପ୍ତ ଯବାନ ୪୩ଲକ୍ଷ ଠକେଇ

ଭୁବନେଶ୍ୱର:- ଟାଟା କମ୍ପାନୀର ଡିଲରସିପ୍ ଆଶାରେ ଅବସରପ୍ରାପ୍ତ ଯବାନ ୪୩ ଲକ୍ଷ ଟଙ୍କାର ଠକେର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ନିଆଳିର ଯୁଧିଷ୍ଠିର ଲେଙ୍କା ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ପୁଲିସ … Read More