ଲୁହାପଥର ଚୋରି ବେଳେ ସୁରକ୍ଷାକର୍ମୀଙ୍କୁ ପିଟିଲେ, ଗାଡ଼ି ଭାଙ୍ଗିଲେ, ଦେବଗଡ଼ ଏସ୍ପି ଚୋର, ମାଫିଆଙ୍କୁ ଦେଉଛନ୍ତି ସୁରକ୍ଷା
ଭୁବନେଶ୍ୱର,(ରିପୋର୍ଟ-ସୁଶାନ୍ତ ପାତ୍ର):- ଦେବଗଡ଼ ଏସ୍ପିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି । ଚୋର,ମାଫିଆଙ୍କ ସହ ମଧୁଚନ୍ଦ୍ରିକା କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବଞ୍ଚିତ କରୁଛନ୍ତି । ପୁଲିସ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ଲୋକଙ୍କୁ ତ୍ୱରିତ ନ୍ୟାୟ … Read More










