କେନ୍ଦ୍ରୀୟ ଡେପୁଟେସନରେ ଗଲେ ଯତୀନ୍ଦ୍ର,

ଭୁବନେଶ୍ୱର:-୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହିତ ୧୯୯୭ ବ୍ୟାଚ୍ ଆଇପିଏସ୍ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିବାରୁ ସେ ଖୁବଶୀଘ୍ର ରାଜ୍ୟକୁ ଫେରିବେ ବୋଲି … Read More

ମାହାଙ୍ଗା ଗଣହତ୍ୟାରେ ଥାଇପାରେ ଏକାଧିକ ବ୍ୟକ୍ତିଙ୍କ ହାତ

ଭୁବନେଶ୍ୱର : ଅଣଓସାରିଆ ଘର ଭିତରେ ଜଣେ ବ୍ୟକ୍ତି କେମିତି ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ନେଇଗଲା? ଆକ୍ରମଣ ପରେ ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଗଲା। ହେଲେ ୫ ଜଣଙ୍କୁ ଏକୁଟିଆ ମାରିଥିବା ସତ୍ତ୍ୱେ … Read More

ପଶୁପକ୍ଷୀଙ୍କ ପ୍ରେମରେ ଶୁଭ୍ରାଂଶୁ । ଘର ଘର ବୁଲି ବାଣ୍ଟୁଛନ୍ତି ମାଟି ପାତ୍ର

ଢେଙ୍କାନାଳ:-ପ୍ରକୃତି ଏବଂ ପରିବେଶକୁ ସୁରକ୍ଷା ଦେବା ମଣିଷ କର୍ତ୍ତବ୍ୟ । ହେଲେ ସେଥିପାଇଁ କେହି ଏତେଟା ଯôତବାନ ନଥାନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପଶୁପକ୍ଷୀ ପ୍ରେମୀଙ୍କୁ ବିଷୟରେ କହିବୁ ଯିଏ ପଶୁପକ୍ଷୀଙ୍କ ପାଇଁ ସବୁକିଛି ତ୍ୟାଗ … Read More

ଗରମ ତେଲ ଢ଼ାଳି ଯୁବକଙ୍କୁ ମାରିଦେଲେ ଶାଶୁ ଓ ଜ୍ୱାଇଁ

ନୟାଗଡ଼: ପର ଘରେ ପଶି ମାମଲତକାର କରିବା ପଡ଼ିଲା ମହଙ୍ଗା । ଚାଲିଗଲା ଯୁବକଙ୍କ ଜୀବନ । ନୟାଗଡ଼ ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ ନାମକ ଯୁବକ ପଡ଼ୋଶୀ … Read More

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ସିଆରପିସି ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ପୂର୍ବରୁ ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି … Read More

ପୂର୍ବତନ ପୋଲିସ ଡିଜିଙ୍କୁ OSSC ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି  । ଓଏସଏସସି ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର  । ଓଡ଼ିଶା ସିଭିଲ ସର୍ଭିସ ସିଲେକସନ୍‌ କମିଶନରେ ନିଯୁକ୍ତି ପାଇଛନ୍ତି ପୂର୍ବତନ … Read More

MKCG ମେଡିକାଲ ପାଖରୁ ପୋଲିସ ASIଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ ନିକଟ ହନୁମାନ ମନ୍ଦିର ନିକଟରୁ ପୋଲିସ ଏଏସଆଇଙ୍କ ମୃତ ଦେହ ଉଦ୍ଧାର । ମୃତକ ହେଲେ କେ.ନୂଆଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ସୀମାଞ୍ଚଳ ପଣ୍ଡା । ସେ ବ୍ରହ୍ମପୁର ଅନନ୍ତ ନଗରରେ ରହିଆସୁଥିଲେ । ବ୍ରହ୍ମପୁର ଏସ୍‌ପି … Read More

ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର :-ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୩ଟି ସହରର ତାପାମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ହେଉଛି ଉତ୍ତପ୍ତ ସହର। ଏଠି ତାପାମାତ୍ରା ୪୪ ଡିଗ୍ରୀ ରେକର୍ଡ଼ କରାଯାଇଛି। ଠିକ୍‌ ସେହିପରି ସୋନପୁରରେ ୪୩.୯ ଡିଗ୍ରୀ, … Read More

ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ହେବ ଶିକ୍ଷଣୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱର:-କୋଭିଡ୍ ମହାମାରୀ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତା’ର ଭରଣା କରିବା ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ ଆୟୋଜନ … Read More

ସାମ୍ୱାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ମାମଲାରେ ବଦଳିଲେ ଆଇଆଇସି

ଭୁବନେଶ୍ୱର:-ନୀଳଗିରିରେ କାର୍ଯ୍ୟରତ ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ମାରି ଗୋଡ଼ରେ ବେଡ଼ି ପକାଇ ମେଡ଼ିକାଲ୍‌ରେ ଭର୍ତ୍ତି କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନୀଳଗିରି ଥାନା IIC ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି। ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି … Read More