ରାସ୍ତାରେ ମାଙ୍କଡ଼କୁ ଖାଇବାକୁ ଦିଅନି:ବନବିଭାଗ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ କପିଳାସ ମନ୍ଦିର ଖୋଲିବା ପରେ ଏବେ ବନ ବିଭାଗ ଲୋକଙ୍କ ଲାଗି ଜାରି କରିଛି ନୋଟିସ୍ । ଢେଙ୍କାନାଳ- କପିଳାସ୍ ରୋଡ଼ରେ ନିତିଦିନ ଦୁର୍ଘଟଣାରେ ମାଙ୍କଡ଼ଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଏଣୁ ରାସ୍ତାରେ … Read More

ରାଜ୍ୟରେ କାର୍ଯ୍ୟକାରୀ ହେବ VTS ବ୍ୟବସ୍ଥା,ବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ବାଧ୍ୟତାମୂଳକ

ଭୁବନେଶ୍ୱର::-ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଯାନବାହାନରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ହେବ ବାଧ୍ୟତାମୂଳକ । ଏହାଦ୍ବାରା ଗାଡ଼ିର ଅବସ୍ଥିତି ସହିତ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ମିଳିପାରିବ ତଥ୍ୟ । ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ … Read More

ପିଲାଙ୍କୁ ମିଳିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ଼

ଭୁବନେଶ୍ୱର:- କୋମଳମତି ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ । ଏହାସହ ପେନ୍, ପେନ୍ସିଲ୍, ନୋଟ୍ … Read More

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମିଷ୍ଟ୍ରି:ଭିସେରା ରିପୋର୍ଟ ଦୂର କରିବ ସସ୍ପେନ୍ସ

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ଡେଥ୍ ମିଷ୍ଟ୍ରି । ସମୟ ସହ ଘନିଭୂତ ହେଉଛି ସନ୍ଦେହ । ପ୍ରେମିକବନ୍ଧୁକୁ ପୋଲିସ ବାନ୍ଧିବା ପରେ ସତ ଉନ୍ମୋଚନ ନେଇ ବଢୁଛି ଉତ୍ସୁକତା । ମୃତ୍ୟୁ ପୂର୍ବଦିନ କେଉଁଠି ଥିଲେ ଝରାଫୁଲ ? … Read More

ଓଡିଶାରେ ଷ୍ଟ୍ରବେରୀ ଚାଷ,

କେନ୍ଦୁଝର:-କେନ୍ଦୁଝରରେ ହୋଇପାରୁଛି ଷ୍ଟ୍ରବେରୀ ଚାଷ । କେନ୍ଦୁଝରର ଜଣେ ଚାଷୀ ଏହାକୁ ବ୍ୟବସାୟୀକ ଭିତିରେ ଚାଷ କରି ସଫଳ ହୋଇଛନ୍ତି । କେନ୍ଦୁଝରର ଅଜୟ କୁମାର ପାଣିଙ୍କ ନିଶା ହେଲା ଚାଷ । ସଉକରେ ଥରେ ସେ ୬ଟି ଷ୍ଟ୍ରବେରୀ ଗଛ … Read More

ଡମଣା-ପଟିଆ ରାସ୍ତାରେ ୨ ଯୁବକଙ୍କ ଗୁଣ୍ଡାଗିରି

ଭୁବନେଶ୍ୱର::-ଡମଣା-ପଟିଆ ରାସ୍ତାରେ ୨ ଯୁବକଙ୍କ ଗୁଣ୍ଡାଗିରି। ବାଇକ୍‌ରେ ଯାଉଥିବା ଅନ୍ୟ ଜଣଙ୍କୁ ଅଟକାଇ ପିଟିଲେ ୨ ଯୁବକ।୨ ଯୁବକଙ୍କ ମାଡ଼ରେ ବାଇକ୍ ଆରୋହୀ ଯୁବକ ରକ୍ତାକ୍ତ ହୋଇଛି।ରକ୍ତାକ୍ତ ଯୁବକଙ୍କୁ ଲୋକଙ୍କ ସହାୟତାରେ ଉଦ୍ଧାର କଲା ପୁଲିସ। ଆକ୍ରମଣ କରି ଦୌଡ଼ି ପଳାଉଥିବା … Read More

ବନ ବିଭାଗ କର୍ମଚାରୀଙ୍କ ଠାରୁ ଜବତ ଜେସିବି ଛଡ଼ାଇ ନେଲେ ଗ୍ରାମବାସୀ

ଟାଙ୍ଗୀ: ଟାଙ୍ଗୀ ବନାଞ୍ଚଳରେ ବନ ବିଭାଗରେ ରେଡ୍ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜବତ ଜେସିବିକୁ ଜୋର ଜବରଦସ୍ତ ଛନାଇନେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବନ ବିଭାଗ ଟାଙ୍ଗୀ ବନାଞ୍ଚଳ ଅଧୀନ  ଗମେଇ ଗାଁରେ … Read More

ପିକ୍ଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ, ୧୩ ଗୁରୁତର

ଜୟପୁର:– କୋଟପାଡ଼ ଥାନା NH-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ମେଡିକାଲରେ ମୃତ୍ୟୁ … Read More

ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଯାଜପୁର ସଦରଥାନା ଅଧୀନ ସାହସପୁରଠାରେ ନିର୍ମାଣଧୀନ ବିଦ୍ୟୁତ୍ ଷ୍ଟ୍ରକ୍‌ଚରରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ଏହି ଥାନା ଏରବାଙ୍କ ଗ୍ରାମର ତ୍ରିଲୋଚନ ମଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ହଠାତ୍ ୨୭ ତାରିଖ ରାତି ପ୍ରାୟ ୧୨ଟାରେ ଏକ ବୋଲେରୋରେ … Read More

ପୋଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ବେଲଘର ଥାନା ଭଣ୍ଡରଙ୍ଗି … Read More