ଜାତିସଂଘ ପକ୍ଷରୁ ପୁରସ୍କୃତ ହେବେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା

କଟକ: ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କାଙ୍କୁ ବଡ଼ ସଫଳତା । ସସ୍ମିତାଙ୍କୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର । କଟକ ଜିଲ୍ଲା ଆଠଗଡ଼ ଡିଏଫଓ ସସ୍ମିତ ଲେଙ୍କା 2020 ବର୍ଷ ପାଇଁ ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । … Read More

ଦୁର୍ନୀତି ଅଭିଯୋଗରେ ଆଇପିଏସ୍ ମନୀଷ ଅଗ୍ରୱାଲଙ୍କୁ ଗିରଫ କଲା ଏସିବି

ଜୟପୁର:-ରାଜସ୍ଥାନ ଦୁର୍ନୀତି ନିବାରଣ ବ୍ୟୁରୋ ତରଫରୁ ଦୌସାରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ମାମଲାରେ ଆଉ ଜଣେ ଅଧିକାରୀ ଗିରଫ ହୋଇଛନ୍ତି। ଏସିବି ଆଇପିଏସ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ୨୪ ଘଣ୍ଟା ମଧ୍ୟରେ … Read More

ମୃଦୁ ପାନୀୟ ନାଁରେ ବିଷ ,ନକଲି ମୃଦୁ ପାନୀୟ କାରଖାନା ସିଲ୍

ଭୁବନେଶ୍ୱର:- ମୃଦୁ ପାନୀୟ କିଣିବା ବେଳକୁ ଆପଣଙ୍କୁ ଟିକେ ସଜାଗ ରହିବାକୁ ପଡିବ । ବୋତଲରେ ଲେଖାଯାଇଥିବା ନାଁକୁ ଟିକେ ଭଲଭାବରେ ପଢିବାକୁ ପଡିବ । ଯଦି ଆଖି ଧୋକାଖାଇଯାଏ । ତେବେ କଥା ସରିଲା ।  କାରଣ ବଜାରରେ ବୁଲୁଛି … Read More

ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ୮ଲେନ୍ ବିଶିଷ୍ଟ ରାସ୍ତା

ଭୁବନେଶ୍ୱର:-ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ଅର୍ଥନୈତିକ କରିଡର। ପାରାଦୀପ-ବଡ଼ବିଲ ମଧ୍ୟରେ ନିର୍ମାଣ ହେବ ୮ଲେନ୍ ବିଶିଷ୍ଟ ରାସ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦୁଝର … Read More

ଫେରିଲା ଆକାଉଣ୍ଟରୁ ଗାୟବ ହୋଇଥିବା‌ ଟଙ୍କା

ଭୁବନେଶ୍ୱର::–ଗୋଟିଏ ନୁହେଁ ଏକ କକାଳୀନ ତିନୋଟି ସାଇବର ଠକେଇ ଘଟଣାରେ ପୋଲିସକୁ ସଫଳତା ମିଳିଛି। ଗତ କିଛି ଦିନ ପୂର୍ବରୁ କଟକ ନୂଆ ବଜାରର ବିଷ୍ଣୁପ୍ରସାଦଙ୍କ ସହ ସାଇବର ଠକେଇ ହୋଇଥିଲା। ସେ ତାଙ୍କ ଟଙ୍କା ଏବେ ଫେରି ପାଇଛନ୍ତି। ପ୍ରାୟ … Read More

ଓଡ଼ିଶାକୁ ମିଳିବ ମରୁଡ଼ି ମୁକାବିଲା ପାଇଁ ୧୦୦କୋଟି,

ଭୁବନେଶ୍ୱର:-ପ୍ରତିବର୍ଷ ବନ୍ୟା-ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଆସନ୍ତା ୫ବର୍ଷ ମଧ୍ୟରେ ମରୁଡ଼ି ମୁକାବିଲା ପାଇଁ ୧୦୦କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ନିମନ୍ତେ ୮୦୦କୋଟି ଟଙ୍କା ଅନୁଦାନ ମିଳିବ। ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ … Read More

ବିଜେପିରେ ସାମିଲ ହେ‌ଲେ ଆଉ ଜଣେ ଟିଏମସି ବିଧାୟକ,

କୋଲକାତା:-ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳରୁ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଟିଏମସିରେ ଲାଗି ରହିଥିବା ଗୃହ ଯୁଦ୍ଧ ସମୟକ୍ରମେ ବିସ୍ଫୋରଣ ହେବାରେ ଲାଗିଛି । ଫଳସ୍ବରୂପ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତାମାନେ ଟିଏମସିରୁ ଇସ୍ତଫା … Read More

ସହିଦ କୋଭିଡ ଯୋଦ୍ଧାଙ୍କୁ ମିଳିବ ସମ୍ମାନ, ନିର୍ମାଣ ହେବ ସହିଦ ସ୍ମାରକୀ

ଭୁବନେଶ୍ୱର: କୋଭିଡ ସହିଦ ଯୋଦ୍ଧାଙ୍କୁ ମିଳିବ ସମ୍ମାନ। କୋଭିଡ ସମୟରେ ଯୋଗାଇ ଦେଇଥିଲେ ନିରନ୍ତର ସେବା। ଅନେକ ସଂକ୍ରମିତ ହୋଇଥିଲେ। ଅନେକଙ୍କ ମୃତ୍ୟୁ ବି ହେଲା। ସେମାନଙ୍କୁ ସହିଦର ମାନ୍ୟତା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଗଲା। ଏବେ ସେହି … Read More

ପ୍ରେମରେ ବିଫଳ ହୋଇ ପ୍ରେମିକାର ଗଳା କାଟିଲା ପ୍ରେମିକ

ବାଲେଶ୍ୱର:- ପ୍ରେମରେ ବିଫଳ ହୋଇ ପ୍ରେମିକାର ଗଳା କାଟିଲା ପ୍ରେମିକ। ମଙ୍ଗଳବାର ସଂନ୍ଧ୍ଯାରେ ବାଲେଶ୍ବର ସେଲଟ୍ୟାକ୍ସ କଲୋନୀ ନିକଟରେ ଘଟିଛି ଏଭଳି ଘଟଣା। ପ୍ରେମିକର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର … Read More

ଫେବୃୟାରୀରେ ରାଜ୍ୟ ବଜେଟ ; ଦୁଇଟି ପର୍ଯ୍ୟାୟରେ ଅଧିବେଶନ

ଭୁବନେଶ୍ୱର:– ଖୁବଶୀଘ୍ର ଆସିବାକୁ ଯାଉଛି ରାଜ୍ୟ ବଜେଟ । ଫେବୃୟାରୀ ୧୮ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର … Read More