ବାଲେଶ୍ବରରେ ବିଭତ୍ସ ହତ୍ୟାକାଣ୍ଡ,ଭେଣ୍ଡା ପୁଅକୁ ମାରି ଶୋଇବା ଘରେ ପୋତିଦେଲେ ମା ଓ ଭାଇ

ବାଲେଶ୍ବର: -ବାହାନଗାରେ ବିଭତ୍ସ ହତ୍ୟାକାଣ୍ଡ । ପୁଅକୁ ମାରି ଶୋଇବା ଘରେ ପୋତିଦେଲେ ମା ଓ ବଡ଼ ପୁଅ। ଜନ୍ମଦାତ୍ରୀ ମା ଓ ରକ୍ତର ଭାଇ ଘଟାଇଛନ୍ତି ଏପରି ନାରକୀୟ କାଣ୍ଡ । ସେପଟେ ଏହି ଘଟଣା ବିଷୟରେ ଜାଣିବା ପରେ … Read More

୨୫ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଯୋଜନା ଅଧିକାରୀ

କେନ୍ଦୁଝର :- ଘର ପ୍ଲାନ ଅନୁମୋଦନ କରି ଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରା ପଡିଲେ ଯୋଜନା ଅଧିକାରୀ। କେନ୍ଦୁଝର ସହରରେ ଏଭଳି ମାମଲା ସାମ୍ନାକୁ ଆସିଛି। ସହର ଯୋଜନା କେନ୍ଦୁଝର ଶାଖାର ଯାଞ୍ଚ … Read More

ଅନ୍ୟରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଜାଗ

ଭୁବନେଶ୍ୱର: ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନାର ଦ୍ୱିତୀୟ ଲହର ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଜାଗ । ସବୁ ସ୍କୁଲରେ କଡ଼ାକଡ଼ି ଭାବେ ଏସ୍‌ଓପି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା … Read More

ମାଲକାନଗିରିରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ କର୍ତ୍ତନପାଲ୍ଲି ପଞ୍ଚାୟତ ଗୁଗାପଦରରେ ଆଇଇଡି ବିସ୍ଫୋରଣ, ଜଣେ ଯବାନ ଆହତ ସୂଚନା । ବିଏସ୍‌ଏଫ ଓ ପୋଲିସ ଦ୍ୱାରା ତୁଳସୀ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ … Read More

ଜୋରନ୍ଦା ମେଳାକୁ ଜିଲ୍ଲା ଓ ରାଜ୍ୟ ବାହାର ସାଧୁଙ୍କୁ ବାରଣ

ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ଫତୁଆ । ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ମହିମା ଧର୍ମୀ ବାବା ଜୋରନ୍ଦା ମେଳାକୁ ଆସିଥାନ୍ତି । ଚଳିତବର୍ଷ ମହାମାରୀ କରୋନା ପାଇଁ ଜୋରନ୍ଦା ମେଳା … Read More

ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସାନ!

ବଣାଇ:- ରକ୍ତର ସମ୍ପର୍କ ଭୁଲିଗଲା ଭାଇ। ସାମାନ୍ୟ କଥାରୁ ଆରମ୍ଭ ହୋଇଥିଲା କଥା କଟାକଟି। ପରେ ଉତ୍‌କ୍ଷିପ୍ତ ହୋଇ ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ସାନ ଭାଇ ହାଣି ପକାଇଲା। ଫଳରେ ବଡ଼ ଭାଇର ମୃତ୍ୟୁ ଘଟିଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ … Read More

ନେକବ୍ୟାଣ୍ଡ ପିନ୍ଧି ନଥିବାରୁ ଓକଲିଙ୍କୁ ହାଇକୋର୍ଟଙ୍କ ଜରିମାନା

କଟକ: ସବୁ ବୃତ୍ତିରେ ନିର୍ଦ୍ଦିଷ୍ଟ ପୋଷାକ ନିୟମ ରହିଛି । ଏମିତି କି ଅନେକଙ୍କ ପୋଷାକରୁ ସେମାନଙ୍କ ବୃତ୍ତି ଜାଣି ହୁଏ । ସେହିଭଳି ଓକିଲ ପିନ୍ଧୁଥିବା ପୋଷାକ ନେଇ ଆଡଭୋକେଟ୍ ଆକ୍ଟ-୧୯୬୧ ସେକ୍ସନ୍ ୪୯ (୧)(ଜିଜି)ରେ ଉଲ୍ଲେଖ ରହିଛି । ଯେଉଁଥିରେ … Read More

ଭୁବନେଶ୍ୱରରେ ପହଞ୍ଚିଲା ଲଦାଖରେ ସହିଦ ଓଡ଼ିଆ ପୁଅର ମର ଶରୀର

ଭୁବନେଶ୍ୱର: ଲଦାଖରେ ସହିଦ ଓଡ଼ିଆ ପୁଅର ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ସହିଦ ଶଶାଙ୍କଙ୍କୁ ବିମାନ ବନ୍ଦରରେ ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି । ଯବାନଙ୍କ ମର ଶରୀରରେ ଯାଜପୁର ସାଂସଦ ଶର୍ମୀଷ୍ଠା ସେଠି ଓ ବରୀ ବିଧାୟିକା … Read More

ରାଜ୍ୟରେ କଡାକଡି ହେବ କୋଭିଡ୍‌ କଟକଣା

ଭୁବନେଶ୍ୱର – ରାଜ୍ୟରେ କୋଭିଡ୍‌ କଟକଣା କଡାକଡି ହେବ । ଏଥିପାଇଁ ଏସ୍ଆର୍‌ସି ବା ସ୍ୱତନ୍ତ୍ର ରିଲିଫ କମିଶନର୍‌ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଏବଂ ଏସ୍‌ପିମାନଙ୍କୁ ନିର୍ଦେଶ ଜାରି କରିଛନ୍ତି । ସମସ୍ତ ସ୍ଥାନରେ କୋଭିଡ୍‌ ନିୟମ କଡାକଡି ପାଳନ … Read More

୧୦୦ ମୁହାଁ ପେଟ୍ରୋଲ ଦର

ଭୁବନେଶ୍ୱର:-ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇଛି ଶହେ ମୁହାଁ ହୋଇଥିବା ପେଟ୍ରୋଲ ଓ ଡିଜେଲ୍ ଦର।  ତେଣୁ ସାଧାରଣ ଲୋକଙ୍କ ବଜେଟ୍ ଆଶା, ରାଜ୍ୟ ସରକାର ତେଲ ଉପରୁ ଭାଟ୍ ହ୍ରାସ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବେ । ଏଥିସହ … Read More