ରାଗିଂ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରଦାନ
ସମ୍ବଲପୁର:-ସମ୍ବଲପୁର ସରକାରୀ ହୋମିଓପାଥି କଲେଜରେ ରାଗିଂ ଅଭିଯୋଗ ଘଟଣାର ତଦନ୍ତ କରି କଲେଜ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲ୍, ଆୟୁଷ ମନ୍ତ୍ରଣାଳୟ, ସମ୍ବଲପୁର ଜିଲ୍ଲାପାଳ ଓ ଏସିପଙ୍କୁ ରିପୋର୍ଟ ପ୍ରଦାନ କରିଛି ହୋମିଓପାଥି କଲେଜର … Read More










