ରାଜ୍ୟରେ କରୋନା ମିଟର ଉପରମୁହାଁ,୨୪ ଘଣ୍ଟା ଭିତରେ ୩୬୭୯ ଜଣ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: –ରାଜ୍ୟରେ କରୋନା ମିଟର ଉପର ମୁହାଁ ହେବାରେ ଲାଗିଛି । ପ୍ରତିଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁଠାରୁ ବଡ କଥା ହେଉଛି କେବଳ ଜାନୁଆରୀ ମାସର ୮ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । … Read More










