ଦୁର୍ଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ

କଟକ :-ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ଼ ନିୟମ ପାଳନ କରି ପୂଜା କରିବେ । ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଣେଶ ପୂଜା ବି ବନ୍ଦ ରହିଥିଲା । ଆଗୁ ଦୁର୍ଗାପୂଜା ଆସୁଥିବାରୁ କୋଭିଡ ନିୟମ ମାନି ପୂଜା କରିବାକୁ ଅନୁମତି ଦେବାକୁ କୋର୍ଟକୁ ନିବେଦନ କରିଛନ୍ତି ପୂଜା କମିଟି ।

Leave a Reply

Your email address will not be published. Required fields are marked *