ମୁଖ୍ୟ ଖବର ରାଜ୍ୟ ପୁଲିସ୍ ନିକଟରେ ମାଓବାଦୀର ଆତ୍ମସମର୍ପଣ admin August 23, 2020 ମାଲକାନଗିରି:-ପୁଲିସ୍ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ମାଓବାଦୀ ମହାଦେବ ମାଡକାମୀ ଓରଫ ମନୁର ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ୫ ବର୍ଷ ଧରି ମନୁ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ସେ ମହୁପଦର ଡିଭିଜନରେ ପାର୍ଟିର ସଦସ୍ୟ ଥିଲେ