ଗଣେଶ ପୂଜା ରୋକିବାକୁ ଯାଇ ହଟହଟା ତହସିଲ୍‌ଦାର

ସାନଖେମୁଣ୍ଡି – ଦିଗପହଣ୍ଡି ଥାନା ଟିକରପଡ଼ା ଗାଁରେ ହଟହଟା ହେଲେ ସ୍ଥାନୀୟ ତହସିଲ୍‌ଦାର । ଗଣେଶ ପୂଜା ରୋକିବାକୁ ଯାଇ ହେଲେ ଆକ୍ରମଣ ଶିକାର । ଲୋକେ ଆକ୍ରମଣ ଉଦ୍ୟମ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଯାଞ୍ଚ ବେଳେ ଉତ୍ତେଜନା ଘଟିଥିଲା । ୩ ଘଣ୍ଟା ଯାଏ ତହସିଲ୍ଦାରଙ୍କୁ ଅଟକ ରଖିଥିଲେ ଲୋକେ । ପୁଲିସ୍‌ ଆସି ଉଦ୍ଧାର କରିଥିବା ସୂଚନା ମିଳିଛି । କେ. ନୂଆଗାଁ ଥାନା ପୁଲିସର ତଦନ୍ତ ଜାରି।

Leave a Reply

Your email address will not be published. Required fields are marked *