ରାଉଉରକେଲା ଆଇଜିଏଚରେ ଆଜି ଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ
ରାଉରକେଲା:- ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ଉଦଘାଟନ୍ କରିବେ। କରୋନା ରୋଗୀଙ୍କ ପାଇଁ ପ୍ଳାଜମା ବରଦାନ। କରୋନା ପଜେଟିଭ ହୋଇ ଯେଉମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ କରିବେ ପ୍ଳାଜମା ଦାନ।
ରାଉରକେଲା ଷ୍ଟିଲ ପ୍ଳାଣ୍ଟ କର୍ମଚାରୀ ସୀମାଂଚଳ ଗୈ।ଡ଼ ଦେବେ ପ୍ଳାଜମା । ବାପ ମାଁ ସ୍ତ୍ରୀ ଝିଅ ସହ ନିଜେ ଅକା’ ହୋଇଥତ୍ଲେ କରୋନା ପଜେଟିଭରେ ଚିକିତ୍ସା ପରେ ସୁସ୍ଥ ପ୍ଳାଜ୍ମା ଦାନ ପାଇଁ ମଧ୍ୟ ପ୍ରସ୍ତୁତ । କହିଛନ୍ତି ପୁରା ପରିବାର ଏବେ କରୋନା ମୁକ୍ତ ପ୍ଳାଜା ଦାନ ପାଇଁ ସେ ପ୍ରସ୍ତୁତ ସମସ୍ତ ପରୀକ୍ଷା ସରିଛି ଆଜି କରିବେ ପ୍ଳାଜା ଦାନ। ଆଜି ପ୍ରଥମ ଦିନରେ ୩୫ ଜଣ ବ୍ୟକ୍ତି ପ୍ଳାଜା ଦାନ କରିବାର ତାରିକା ପ୍ରସ୍ତୁତ କରାଯାଇଛି ।










