ଅଫିସରେ ଯୁବତୀ ଜଣଙ୍କ ପିନ୍ଧି ନଥିଲେ ବ୍ରା, ମାଲିକ ତାଙ୍କ ସହ ଯାହା କରିଲେ ଜାଣିଲେ ମୁଣ୍ଡରେ ହାତ ଦେବେ..
ପ୍ରାଇଭେଟ ଜବରେ ସର୍ବଦା ଚାକିରୀ ଯିବାର ଡର ରହିଥାଏ | ମାଲିକ କୌଣସି ବି ମୁହୂର୍ତ୍ତ ରେ ଚାକିରୀ ରୁ ବାହାର କରିଦେବେ | କିନ୍ତୁ ଆଜି ଆମେ ଯେଉଁ ବିଷୟ ରେ କହିବାକୁ ଯାଉଛୁ ଏହା ଶୁଣି ଆପଣ ଆଶ୍ଚଯ୍ୟ ହେବେ | ଅନେକ କିଛି କାରଣ ରୁ ପ୍ରାଇଭେଟ ଜବରୁ ମାଲିକ ମାନେ କର୍ମଚାରୀ ଙ୍କୁ ବାହାର କରିଦେଇଥାନ୍ତି |
କିନ୍ତୁ ଆଜି ର ଏହି ଘଟଣା ରେ କାନାଡ଼ା ରେ ଜଣେ ମହିଳା କର୍ମଚାରୀ ଙ୍କୁ ତାଙ୍କ BOSS ଅଫିସ ରୁ ବାହାର କରିବା ର କିଛି ଭିର୍ନ କାରଣ ରହିଛି | ଏବଂ ଏହା କୁ ନେଇ ମହିଳା ଆକ୍ସନ ମଧ୍ୟ ନେଇଛନ୍ତି ଓ ମାନବ ଅଧିକାର ରେ ଅଭିଯୋଗ କରିଛନ୍ତି |
ଏହି ଅଫିସ ରେ ନୂଆ ଡ୍ରେଶକୋଡ଼ ଲାଗୁ ହେଇଥିଲା | ସେଠାରେ ସବୁ କର୍ମଚାରୀ ଙ୍କୁ ଅନ୍ତବସ୍ତ୍ର ମଧ୍ୟ ପିନ୍ଧିବା ବାଧ୍ୟତାମୂଳକ ଥିଲା | କିନ୍ତୁ କ୍ରିଷ୍ଟିନା ନାମ ଜଣେ ମହିଳା ଏହି ନିୟମ ଉଲଂଘନ କରିଥିଲେ ଯାହା କୁ ନେଇ ତାଙ୍କ ଚାକିରୀ ଚାଲିଯାଇଛି |
କ୍ରିଷ୍ଟିନା ଙ୍କ ର ଏହି ଅଭିଯୋଗ ରହିଛି କି ଅଫିସ ରେ ତାଙ୍କ ମାଲିକ ତାଙ୍କ ସହ ଲିଙ୍ଗଭେଦ ର ଆରୋପ ଆଣିଛନ୍ତି | ସେ ଏହା ମଧ୍ୟ କହିଛନ୍ତି କି ଅଫିସ ର ଏହି ନିୟମ ତାଙ୍କୁ ପସନ୍ଦ ଆସି ନ ଥିଲା | ଏବଂ ସେ 2 ବର୍ଷ ହେବ ବ୍ରା ପିନ୍ଧିବା ଛାଡିଦେଇଥିଲେ ତେଣୁ ସେ ଅଫିସ ର ଏହି ନିୟମ ରେ ଚାଲି ନ ଥିଲେ |