ନିଜ ସ୍ତ୍ରୀଙ୍କ ସହ ନିଶ୍ଚିନ୍ତ କୁରନ୍ତୁ ଏହି କାମ… ନଚେତ ତୁମକୁ ଧୋକା ଦେଇ ସେ ….
ଯେତେବେଳ ପ୍ରେମ ଖୁବ ଗଭୀର ରହିଥାଏ ସେତେବେଳେ ଶବ୍ଦ ର ଆବଶ୍ୟକତା ହେଇ ନ ଥାଏ I କିନ୍ତୁ ଏପରି ବି କିଛି କାମ ରହିଥାଏ ଯାହା କି ଆପଣ ଙ୍କ ର ସମ୍ବନ୍ଧ କୁ ଆହୁରି ବି ମଧୁର କରିଥାଏ I ପତି ପତ୍ନୀ ଙ୍କ ର ସମ୍ବନ୍ଧ ରେ ଏପରି ଅନେକ କିଛି ଗଭୀର ସାମଞ୍ଜସ୍ୟ ରହିଥାଏ I
ମୁ ତୁମ କୁ ପ୍ରେମ କରିଥାଏ -ଏହି କଥା ଆପଣ ନିଜ ପତ୍ନୀ ଙ୍କୁ ଯେତେ ଥର ବି କହିଲେ ସେ ଖୁବ ଖୁସି ହେଇଥାନ୍ତି I ଏପରି ଖୁସି ତାଙ୍କ ଅଭୁଲା ସ୍ମୃତି ହେଇ ରହିଥାଏ I କଣ ମୁ ତୁମ ର କିଛି ସହାୟତା କରିବି – ଏହି ପ୍ରଶ୍ନ ପଚାରିବା ମାତ୍ରେ ଆପଣ ଙ୍କ ର ପତ୍ନୀ ଙ୍କ ର ଆପଣ ଙ୍କ ପ୍ରତି ପ୍ରେମ ଭାବନା ଆହୁରି ବଢ଼ିଯାଇଥାଏ I ଏପରି କଥା ଦାମ୍ପତ୍ୟ ଜୀବନ ରେ ପ୍ରେମ ଭାବନା କୁ ଆହୁରି ଅଧିକ କରିଥାଏ I
ମୋତେ ତୁମ ର ଆବଶ୍ୟକତା ରହିଛି – ଏହି କଥା କହିବା ଦ୍ୱାରା ଆପଣ ଙ୍କ ର ପତ୍ନୀ ତାଙ୍କ ଜୀବନ ରେ ଆପଣ ଙ୍କ ର ଗୁରୁତ୍ୱ କୁ ଅନୁଭବ କରିଥାନ୍ତି I ତୁମେ ମୋର ବହୁତ ଭଲ ସାଙ୍ଗ – ଏହା ବି ଆପଣ ଙ୍କ ପତ୍ନୀ ଙ୍କ ର ଚରମ ସୁଖ ର କାରଣ ହେଇଥାଏ , କାରଣ ସେ ବି ତାଙ୍କ ଜୀବନସାଥୀ ଙ୍କ ମଧ୍ୟ ରେ ଏକ ଉତ୍ତମ ବନ୍ଧୁ ଙ୍କୁ ଖୋଜିଥାନ୍ତି I
ମୁଁ ସମ୍ଭାଳି ନେବି – ଜଣେ ମହିଳା ଯେତେ ବି ଆତ୍ମନିର୍ଭର ହେଲେ ବି ଯଦି ତାଙ୍କ ପତି ଏହି ପଦିଏ କଥା କହିଦେଇଥାନ୍ତି ତେବେ ପତ୍ନୀ ଖୁବ ଖୁସି ହେଇଥାନ୍ତି I ତୁମେ ବହୁତ ଭଲ ଲାଗୁଚ – ଏହା ଗୁରୁତ୍ୱ ନୁହେଁ କି ଆପଣ ଙ୍କ ର ପତ୍ନୀ କିପରି ଲାଗୁଛନ୍ତି କିନ୍ତୁ ଯଦି ଆପଣ ତାଙ୍କୁ ଥରୁଟିଏ ବି କହିଦେଇଥାନ୍ତି କି ତୁମେ ବହୁତ ସୁନ୍ଦର ଲାଗୁଚ ତେବେ ସେ ଖୁସି ହେଇଥାନ୍ତି I
ତୁମେ ସ୍ମାର୍ଟ ଲାଗୁଚ – ପ୍ରତୋକ ମହିଳା ଏହା ଚାହିଁଥାନ୍ତି କି ତାଙ୍କ ପତି ତାଙ୍କୁ ଅଧିକ ସୁନ୍ଦର ଓ ଜ୍ଞାନୀ ବୋଲି ଭାବନ୍ତୁ ଯାହା ଦ୍ୱାରା କି ସେମାନେ ଖୁସି ହେଇଥାନ୍ତି I ମୁ ସର୍ବଦା ତୁମ ସହ ରହିଛି – କିଛି ଲୋକେ ନିଜ ସମ୍ପର୍କ କୁ ନେଇ ଦ୍ୱନ୍ଧ ରେ ରହିଥାନ୍ତି କିନ୍ତୁ ଆପଣ ଯଦି ଥରୁଟିଏ ବି କୁହନ୍ତି କି ମୁ ତୁମ ସହିତ ରହିଛି ତେବେ ସେ ଟିକେ ଶାନ୍ତି ପାଇଥାନ୍ତି I
ଧନ୍ୟବାଦ – ଏହି ଛୋଟ କଥା ଟି ଆପଣ ଙ୍କୁ ଖୁବ ଖୁସି ଦେଇଥାଏ I ଏହି ପଦୁଟିଏ କଥା ଦ୍ୱାରା ଦାମ୍ପତ୍ୟ ଯିବନ ରେ ଅନେକ ମଧୁରତା ଆସିଥାଏ I ଏବଂ ଏହା ପତ୍ନୀ ଙ୍କ ର ଖୁସି ର କାରଣ ମଧ୍ୟ ହେଇଥାଏ I