ଶୋଇବା ପୁର୍ବରୁ ପୁରୁଷ ମାନେ ନିଜ ଶରୀରର ଏହି ଅଙ୍ଗରେ ନିଶ୍ଚୟ ସୋରିଷ ତେଲ ଲଗାଇବା ଦରକାର, ଆଉ ତାପରେ ଦେଖିବେ କମାଲ

ସୋରିଷ ଗଛ ର ମଞ୍ଜି ରୁ ସୋରିଷ ତେଲ ପ୍ରସ୍ତୁତ ହେଇଥାଏ I ଏହି ସୋରିଷ ଗଛ ର ବୈଜ୍ଞାନିକ ନାମ ବ୍ରେସିକା I ଏହି ଗଛ ର ଉଚତା 1 ଫୁଟ ରୁ 3 ଫୁଟ ହେଇଥାଏ I ଏହା ଏକ ସାମାନ୍ୟ ଗଛ କିନ୍ତୁ ଏହା ଏକ ଔଷଧୀୟ ଗଛ ସହ ସମାନ ଅଟେ I ଏହି ଗଛ ରେ ହଳଦିଆ ରଙ୍ଗ ର ଫୁଲ ରହିଥାଏ I

ଶରୀର ର ଏହି ଅଙ୍ଗ ରେ ଲଗାଇବା ଉଚିତ ତେଲ
ଆଣ୍ଠୁ
ସୋରିଷ ତେଲ ରେ ରସୁଣ ମିଶାଇ ଏହା କୁ ଟିକେ ଗରମ କରି ଆପଣ ନିଜ ର ଆଣ୍ଠୁ ରେ ଲଗାନ୍ତୁ I ଯାହା ଦ୍ୱାରା ଆଣ୍ଠୁ ସମସ୍ୟା ଅନେକାଂଶ ରେ ଦୂର ହେଇଯିବ I ଏଥିରେ ଆଣ୍ଟି ଇନ୍ଫ୍ଲଏମେଟ୍ରି ରହିଥାଏ ଯାହା କି ଲାଭକାରୀ ଅଟେ I

ନାଭି ରେ
କିଛି ଲୋକ ଙ୍କ ର ପାଚନ ତନ୍ତ୍ର ଠିକ ନ ଥାଏ ସେହି ନାଭିରେ ଏହି ତେଲ ଲଗାଇ ପାରିବେ I ସେହିପରି ଯେଉଁ ଲୋକ ଙ୍କ ର ଓଠ ଫାଟିବା ସମସ୍ୟା ରହିଥାଏ ସେହି ଲୋକେ ନିଜ ଓଠ ରେ ଏହି ତେଲ ଲଗାଇ ପାରିବେ I

ଗଣ୍ଠି ସମସ୍ୟା ପାଁଇ
ଯେଉଁ ଲୋକେ ଙ୍କ ର ଆଣ୍ଠୁ ଗଣ୍ଠି ପରି ନାନା ସମସ୍ୟା ରହିଛି I ସେମାନେ 5 ମିନିଟ ସୋରିଷ ତେଲ ଲଗାଇ ମାଲିଶ କରନ୍ତୁ ଯାହା ଦ୍ୱାରା ଶରୀର ର ଅଙ୍ଗ ଗୁଡିକ ର ପୀଡା ଅନେକାଂଶ ରେ ଦୂର ହେବ I

ପାଦ ତଳେ
ଯେଉଁ ଲୋକେ ପାଦ ତଳେ 10 ମିନିଟ ସୋରିଷ ତେଲ ମାଲିସ କରିବେ ସେମାନେ ବିଶେଷ ରୂପେ ଆରାମ ପାଇପାରିବେ I

Leave a Reply

Your email address will not be published. Required fields are marked *