ଋତୁସ୍ରାବ ସମୟରେ ସମ୍ବନ୍ଧ ରଖିବାକୁ ଚାହୁଁଛନ୍ତି ଯଦି ତେବେ ନିଶ୍ଚୟ ଧ୍ୟାନରେ ରଖନ୍ତୁ ଏହି ସବୁ କଥା….

ସାଧାରଣ ଭାବ ରେ ମହିଳା ଙ୍କ ର ଋତୁସ୍ରାବ ସମୟ ରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାରଣ କରାଯାଇଥାଏ I କିଛି ଲୋକେ ଏହି ଦୁଶ୍ଚିନ୍ତା ରେ ଓ ସନ୍ଦେହ ରେ ରହିଥାନ୍ତି କି ଏହି ସମୟ ରେ ସମ୍ବନ୍ଧ ମହିଳା ଗର୍ଭବତୀ ହେଇଥାନ୍ତି I ମେଡିକାଲ ସାଇନ୍ସ ଅନୁସାରେ ଋତୁସ୍ରାବ ସମୟ ରେ ସମ୍ବନ୍ଧ ରଖିଲେ ମହିଳାମାନେ ଗର୍ଭବତୀ ହୁଅନ୍ତି ନାହିଁ I କିନ୍ତୁ କିଛି କଥା କୁ ଏହି ସମୟ ରେ ଧ୍ୟାନ ଦେବା ଉଚିତ I

1.ଋତୁସ୍ରାବ ସମୟ ରେ ସମ୍ବନ୍ଧ ରଖିବାକୁ ହେଲେ ପ୍ରିକ୍ସନ ର ବ୍ୟବହାର କରନ୍ତୁ I

2.ସାମାନ୍ୟ ଅବହେଳା କୁ ନେଇ ଅନେକ ରୋଗ ମଧ୍ୟ ହେଇପାରେ I ଯଦି ଋତୁସ୍ରାବ ସମୟ ରେ ସମ୍ବନ୍ଧ ରଖିବେ ସଫାସୁତରା କୁ ମଧ୍ୟ ଧ୍ୟାନ ଦିଅନ୍ତୁ I

3.ଋତୁସ୍ରାବ ସମୟ ରେ ଯଦି କୌଣସି ସମସ୍ୟା ରହିଛି ତେବେ ଭୁଲ ରେ ମଧ୍ୟ ସମ୍ବନ୍ଧ ରଖନ୍ତୁ ନାହିଁ I

4.ଯଦି ସମ୍ବନ୍ଧ ରଖିବା ସମୟ ରେ କୌଣସି ପ୍ରିକ୍ସନ ର ବ୍ୟବହାର କରୁନାହାନ୍ତି ତେବେ ଆପଣ ଗର୍ଭନିର୍ଦ୍ଧକ ର ବ୍ୟବହାର କରିପାରିବେ I

5.ଋତୁସ୍ରାବ ସମୟ ରେ ସମ୍ବନ୍ଧ ରଖିଲେ ଗର୍ଭବତୀ ହେବାର ଆଶଙ୍କା ବହୁତ କମ ରହିଥାଏ I

Leave a Reply

Your email address will not be published. Required fields are marked *