ନିଜ ସ୍ତ୍ରୀ ଙ୍କ ଦ୍ୱାରା DM କରାଇଲେ ଏପରି କାମ କି, ଲୋକ ମାନେ ଶୁଣିକି ବିଶ୍ୱାସ କରି ପାରିଲେ ନାହିଁ,

ଆଜିକା ପରିବର୍ତନଶୀଳ ଦୁନିଆ ରେ ମହିଳା ଙ୍କ ର ସଂମାନ କୁ କେହି ବି ଧ୍ୟାନ ଦେଉ ନାହାନ୍ତି I ପ୍ରତି କ୍ଷେତ୍ର ରେ ମହିଳା ଙ୍କୁ ସେହି ସଂମାନ ମିଳି ନ ଥାଏ ଯାହା କି ମିଳିବା ଉଚିତ I ଆଜିକା ସମୟ ରେ ମହିଳା ମାନେ ବି କିଛି କମ ନୁହନ୍ତି I ଆଜିକା ସମୟ ରେ ଆମ ର ପତ୍ନୀ , ହୁଅନ୍ତୁ କି ଭଉଣୀ ମାନେ ସେମାନ ଙ୍କ ର ବି ଦକ୍ଷତା ର କିଛି କମ ନୁହନ୍ତି I

କିଛି ଲୋକେ ତ ମହିଳା ଙ୍କୁ ଆଗ କୁ ବଢାଇବାକୁ ସୁଯୋଗ ଦେଇଥାନ୍ତି I ଏବଂ ପ୍ରତି ମୁହୂର୍ତ୍ତ ରେ ତାଙ୍କ ସହ ରହି ସହଯୋଗ ବି କରିଥାନ୍ତି I ତେବେ ଆଜି ଆମେ ଏପରି ଜଣେ ଉଚ ଅଧିକାରୀ ଙ୍କ ସମ୍ପର୍କ ରେ ଆଲୋଚନା କରିବା କୁ ଯାଉଛୁ ଯିଏ କି ପୁରୁଷ ଓ ମହିଳା ଙ୍କ ମଧ୍ୟ ରେ ଫରକ ଦେଖି ନ ଥାନ୍ତି I ଏବଂ ଏହି ବ୍ୟକ୍ତି କିଛି ଏପରି କାମ କରିଛନ୍ତି କି ଯାହା ପ୍ରଶଂସା ର ଯୋଗ୍ୟ ଅଟେ I

ଉତ୍ତରାଖଣ୍ଡ ର ବଗେଶ୍ଵର ଜିଲ୍ଲା ରେ ଏକ ସରକାରୀ ସ୍କୁଲ ରେ ବିଜ୍ଞାନ ର ଶିକ୍ଷକ କମ ଥିଲେ I ଏବଂ ସେଠାରେ ପିଲା ଙ୍କ ର ପାଠ ପଢିବା ରେ ସମସ୍ୟା ହେଉଥିଲା I ଏବଂ ଏହି ସମସ୍ୟା ସମ୍ପର୍କ DM ନିଜ ପତ୍ନୀ ଙ୍କୁ କହିଥିଲେ I ଏବଂ ତାଙ୍କ ପତ୍ନୀ ନିଜେ ସ୍କୁଲ କୁ ଯାଇ ପାଠ ପଢ଼ାଇଥିଲେ I

ତେବେ ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ସମ୍ପର୍କ ରେ ଆଲୋଚନା କରୁଛେ ସେ ହେଉଛନ୍ତି DM ମଙ୍ଗେଶ ଙ୍କ ର ପତ୍ନୀ ନିଜେ ସ୍କୁଲ ରେ ପିଲାଙ୍କୁ ପାଠ ପଢ଼ାଇବାକୁ ଯାଇଥିଲେ I ଏହି କଥା କୁ ନେଇ DM କୁ ଲୋକେ ଖୁବ ପ୍ରଶଂସା କରିଥିଲେ I କିନ୍ତୁ ଲୋକେ ଯେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ର ବଦଳି ଅନ୍ୟ କେଉଁ ଆଡେ ହେଇଚି ତ ଲୋକେ ଦୁଖୀ ହେଇଯାଇଥିଲେ I

2011 ସିଭିଲ ସେବା ରେ ଚତୁର୍ଥ ରାଙ୍କ ରେ ସେ ଏହି ପଦବୀ ପାଇଥିଲେ I ଏବଂ ସେ ଏହା ସତ୍ୱେ ବି ବିଦେଶ ନ ଯାଇ ନିଜ ଦେଶ ରେ ହିଁ ରହିବା ର ଇଚ୍ଛା ପ୍ରକାଶ କରିଥିଲେ I ତେଣୁ ଏପରି ଅଫସର ଙ୍କ ପାଁଇ ଆମେ ସବୁ ଗର୍ବିତ ଅଟୁ I

Leave a Reply

Your email address will not be published. Required fields are marked *