ଏପରି ମହିଳା ମାନେ ହୋଇଥାନ୍ତି ଚରିତ୍ର ହୀନ ଏବଂ ଦୁଷ୍ଟ ପ୍ରକୃତିର, ଏପରି ଦୁଇ ମିନିଟ ମଧ୍ୟରେ ଆପଣ ଜାଣି ପାରିବେ …

ନାରୀମାନଙ୍କର ବ୍ୟକ୍ତିତ୍ୱ ଜାଣିବାର ଇଚ୍ଛା ସବୁ ବ୍ୟକ୍ତିଙ୍କର ଥାଏ | ଆକୃତି ବିଜ୍ଞାନ (ମର୍ଫୋଲୋଜି) ହେଉଛି ଏକ ଏପରି ଅଧ୍ୟୟନ ଯାହା ଶରୀରର ଅଙ୍ଗ ଏବଂ ଚଲା-ଚାଲିରୁ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ | ଏହି କ୍ରମରେ, ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ କିପରି ଚରିତ୍ର ହୀନ ମହିଳାଙ୍କୁ ଅତି ସହଜରେ ଚିହ୍ନି ପାରିବେ …

ତେବେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ କିପରି ନାକ ଦ୍ୱାରା ମହିଳାଙ୍କର ଚରିତ୍ର ସମ୍ପର୍କରେ ଜାଣିପାରିବେ ସେ ବିଷୟରେ କହିବକୁ ଯାଉଛି ତେବେ ଆସନ୍ତୁ ଜାଣିବା …

– ଯଦି କୌଣସି ମହିଳାଙ୍କ ନାକ ଶୁଆ ପରି ନଈକି ଥାଏ, ତେବେ ସେ ଜଣେ ଭଲ ସ୍ଵଭାଵ, ବ୍ୟକ୍ତିତ୍ୱ, ସ୍ମାର୍ଟ ଏବଂ ପରିବାରର ଶୂଚିନ୍ତକ ହୋଇଥାନ୍ତି |

– ଯଦି କୌଣସି ମହିଳାଙ୍କ ନାକ ମଝିରେ ବିସ୍ତାର ହୋଇଥାଏ , କିମ୍ବା ଆଗ ଭାଗ ଅଧିକ ଉଚ୍ଚା ହେଇଥିବା ବା ଏହା ମୋଟା ହୋଇଯାଏ ତେବେ ଏମାନେ ପ୍ରେମ ଏବଂ ସହାନୁଭୂତିରୁ ବଞ୍ଚିତ ହୋଇଥାନ୍ତି | ଏହା ମନ୍ଦ ପ୍ରକୃତିର, ଚରିତ୍ରହୀନ ଏବଂ ନିଷ୍ପତ୍ତି ନେବାରେ ତତ୍ପର ହୋଇଥାନ୍ତି |

– ଯଦି ନାକ ଅଧିକ ଚଉଡା ଓ ମୋଟା ଥିବ, ତେବେ ଏହି ମହିଳାମାନେ ଅଳସୁଆ, ମଜବୁତ ନେତୃତ୍ୱ, ଅଧିକ ଗର୍ବୀ ହୋଇଥାନ୍ତି | ଯଦି ନାକର ଟିପ ଛୋଟ ହୋଇଥାଏ ତେବେ ଏହି ମହିଳା ମାନେ ଦାସ ପରି ନିଜ ଜୀବନ ବିତାଇଥାନ୍ତି |

– ନାକର ଟିପ ଲମ୍ବା ହେବା ଏମାନଙ୍କର କଠୋର ସ୍ୱଭାବର ପ୍ରତୀକ ଅଟେ | ଯଦି ନାକ ଟିପ୍ ଅଧିକ ବିସ୍ତାର ହୋଇଥିବ , ତେବେ ଏହା ତାଙ୍କ ସ୍ୱାମୀଙ୍କ ପାଇଁ ଦୀର୍ଘାୟୁତାର ଚିହ୍ନ ହୋଇଥାଏ |

Leave a Reply

Your email address will not be published. Required fields are marked *